ଶବ ସାକ୍ଷୀ: କିଏ ପର କିଏ ନିଜର

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଭଞ୍ଜନଗରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। କୋଭିଡ କେୟାର ସେଣ୍ଟରରେ ଜଣକ ମୃତ୍ୟୁ ହେବା ପରେ ଶବକୁ ଛୁଇଁଲେନି ପରିବାର ଲୋକେ। ତିନି ଘଣ୍ଟା ସମୟ ଧରି ଶବ ପଡ଼ିରହିବା ପରେ ଶେଷରେ ଆଗେଇ ଆସିଲେ ହେଲପିଙ୍ଗ ହ୍ୟାଣ୍ଡର ସ୍ୱେ ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ।ଶବକୁ ମେଡିକାଲରୁ ଆଣି ସ୍ମଶାନରେ ଦାହ କଲା ପର‌୍ୟ୍ୟନ୍ତ ସବୁ କାମ ସୁରୁଖୁରୁରେ ସମ୍ପାଦନ କରିଥିଲେ। ମୃତକ ଜଣକ ହେଲେ ସୋରଡ଼ା ସହରର ସୁଶାନ୍ତ ମିଶ୍ର। […]

s2s

s2s

Tapas Behera
  • Published: Tuesday, 04 May 2021
  • Updated: 04 May 2021, 08:56 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଗଞ୍ଜାମ ଭଞ୍ଜନଗରରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। କୋଭିଡ କେୟାର ସେଣ୍ଟରରେ ଜଣକ ମୃତ୍ୟୁ ହେବା ପରେ ଶବକୁ ଛୁଇଁଲେନି ପରିବାର ଲୋକେ। ତିନି ଘଣ୍ଟା ସମୟ ଧରି ଶବ ପଡ଼ିରହିବା ପରେ ଶେଷରେ ଆଗେଇ ଆସିଲେ ହେଲପିଙ୍ଗ ହ୍ୟାଣ୍ଡର ସ୍ୱେ ଛାସେବୀ ଅନୁଷ୍ଠାନର ସଦସ୍ୟ ମାନେ।ଶବକୁ ମେଡିକାଲରୁ ଆଣି ସ୍ମଶାନରେ ଦାହ କଲା ପର‌୍ୟ୍ୟନ୍ତ ସବୁ କାମ ସୁରୁଖୁରୁରେ ସମ୍ପାଦନ କରିଥିଲେ। ମୃତକ ଜଣକ ହେଲେ ସୋରଡ଼ା ସହରର ସୁଶାନ୍ତ ମିଶ୍ର।
ସୂଚନା ଅନୁଯାୟୀ ସୁଶାନ୍ତ କିଛିଦିନ ହେଲା ଜ୍ୱର କାସରେ ପୀଡିତ ଥିଲେ।

ଗତକାଲି ସନ୍ଧ୍ୟାରେ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ସୋରଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଚିକିତ୍ସା କରାଇଥିଲେ। ସେଠାରେ ଅକ୍ସିଜେନନେବାରେ କଷ୍ଟ ଅନୁଭବ କରିବାରୁ ଭଞ୍ଜନଗର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ କୋଭିଡ ଲକ୍ଷଣ ଥିବା ଯୋଗୁଁ ତାଙ୍କୁ ଭଞ୍ଜନଗର କୋଭିଡ ସେଣ୍ଟରରେ ରଖାଯାଇଥିଲା। ଆଜି ଦିନ ୧୦ଟାରେ କୋଭିଡ ପରୀକ୍ଷା କରାଯାଇଥାନ୍ତା।

କିନ୍ତୁ ପରୀକ୍ଷା କରିବା ପୂର୍ବରୁ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା। ପରିବାର ଲୋକେ କରୋନା ଥିବା ସନ୍ଦେହ କରି ଶବକୁ ଛୁଇଁ ନଥିଲେ। ତିନି ଘଣ୍ଟା ଶବ ପଡିରହିଥିବା ଖବର ପାଇ ଭଞ୍ଜନଗରର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟମାନେ ଆସି ମହାପ୍ରୟାଣ ଗାଡି ଯୋଗେ ଶବକୁ ସ୍ମଶାନକୁ ନେଇ ସେଠାରେ ସଂତ୍ସ୍କାର କରିଥିଲେ। ଏଭଳି ମହତ କାର‌୍ୟ୍ୟ କରିଥିବାରୁ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନଙ୍କୁ ସ୍ଥାନୀୟ ଲୋକେ ପ୍ରସଂଶା କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story