‘କରୋନା’ ଭାଇରସ୍‌ରେ ଭାରତୀୟ ବଜାର ସଂକ୍ରମିତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷଙ୍କ ପରେ ବିଶ୍ୱବଜାରକୁ ଆଟାକ କରିଛି ‘କରୋନା’। ଚୀନ, ଜାପାନ, ଦକ୍ଷିଣ କୋରିଆ ସମେତ ଭାରତୀୟ ବଜାର ‘କରୋନା’ରେ ସଂକ୍ରମିତ ହୋଇଛି। ତେବେ ପ୍ରମୁଖ ହୀରାମଣ୍ଡି ଭାବେ ପରିଚିତ ସୁରତ ବଜାରରେ ୮ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ଘଟିବା ଆଶଙ୍କା କରାଯାଉଛି। କାରଣ ବିଶ୍ୱର ସବୁଠୁ ବଡ଼ ବଜାର କୁହାଯାଉଥିବା ହଂକଂରେ ସୁରତ ହୀରାର ଚାହିଦା ଥିବାବେଳେ ସେଠାରେ କରୋନା ଭୟରେ ଷ୍ଟେଟ୍‌ ଅଫ୍‌ ଇମର୍ଜେନ୍ସୀ ଘୋଷଣା କରାଯାଇଛି। ତେଣୁ ନିୟମିତ […]

carona

carona

Manoranjan Sial
  • Published: Friday, 06 March 2020
  • Updated: 06 March 2020, 08:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷଙ୍କ ପରେ ବିଶ୍ୱବଜାରକୁ ଆଟାକ କରିଛି ‘କରୋନା’। ଚୀନ, ଜାପାନ, ଦକ୍ଷିଣ କୋରିଆ ସମେତ ଭାରତୀୟ ବଜାର ‘କରୋନା’ରେ ସଂକ୍ରମିତ ହୋଇଛି। ତେବେ ପ୍ରମୁଖ ହୀରାମଣ୍ଡି ଭାବେ ପରିଚିତ ସୁରତ ବଜାରରେ ୮ ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ଘଟିବା ଆଶଙ୍କା କରାଯାଉଛି। କାରଣ ବିଶ୍ୱର ସବୁଠୁ ବଡ଼ ବଜାର କୁହାଯାଉଥିବା ହଂକଂରେ ସୁରତ ହୀରାର ଚାହିଦା ଥିବାବେଳେ ସେଠାରେ କରୋନା ଭୟରେ ଷ୍ଟେଟ୍‌ ଅଫ୍‌ ଇମର୍ଜେନ୍ସୀ ଘୋଷଣା କରାଯାଇଛି। ତେଣୁ ନିୟମିତ ହୀରା ରପ୍ତାନୀ ବନ୍ଦ ହୋଇଯାଇଛି।

ସେହିପରି ‘କରୋନା’ ଆକ୍ରାନ୍ତ ଦେଶ ସହ ଉଭୟ ବେସାମରିକ ବିମାନ ଓ ପଣ୍ୟବାହୀ ଜାହାଜ ସେବା ଉପରେ କଟକଣା ଯୋଗୁଁ ଭାରତରୁ ଆମଦାନୀ ଓ ରପ୍ତାନୀ ଗୁରୁତର ପ୍ରଭାବିତ ହୋଇଛି। ପର୍ଯ୍ୟଟନ ଶିଳ୍ପ ମଧ୍ୟ କ୍ଷତି ସହୁଛି। ସ୍ଥିତି ସୁଧୁରିବା ପାଇଁ ପ୍ରାୟ ୩ ମାସ ଲାଗିପାରେ ବୋଲି ଆଶଙ୍କା କରିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ପରାମର୍ଶଦାତା ସନ୍ତୋଷ କୁମାର।

ବଡ଼ କଥା ହେଉଛି, ଭାରତୀୟ ବଜାରରେ ଚୀନରୁ ଆସୁଥିବା କଞ୍ଚାମାଲ୍‌ ଆଧିପତ୍ୟ ଜାରି ରହିଥିଲେ ମଧ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଶିଳ୍ପ ପ୍ରଭାବିତ ହୋଇଛି। ମୋବାଇଲ୍‌ ବ୍ୟବସାୟ ମାନ୍ଦା ରହିଛି। ବିଶେଷ କରି ଏମ୍ଆଇ, ଭିଭୋ, ଅପୋ ଆଉ ଆଗଭଳି ଉପଲବ୍ଧ ହେଉନାହିଁ।

ସେହିପରି ରାଜ୍ୟର ଲୁହା ପଥର ସହ ଖଣିଜ ପଦାର୍ଥ ରପ୍ତାନୀ କାରବାର ବି ପ୍ରଭାବିତ ହୋଇଛି ‘କରୋନା’ରେ। କାରଣ ଏଠାକାର କଞ୍ଚାମାଲ୍ ଯାଏ ଚୀନକୁ ଯାଉଥିଲା। ହେଲେ ଚୀନ୍‌ରେ ବର୍ତ୍ତମାନ ଇସ୍ପାତ ଶିଳ୍ପ ଗୁରୁତର ସଂକଟରେ ରହିଛି। ହେଲେ ଶିଳ୍ପ ବିଶେଷଜ୍ଞଙ୍କ ମତ, ବିଶ୍ୱ ବଜାରର ଏଭଳି ସ୍ଥିତି ବ୍ୟାବସାୟିକ କ୍ଷେତ୍ରରେ ଭାରତ ପାଇଁ ଭଲ ସୁଯୋଗ ଓ ସମ୍ଭାବନା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story