୧୦ ଜିଲ୍ଲାରେ ଯୁବ କଂଗ୍ରେସର ନୂଆ ସଭାପତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ଓ ପିସିସି ସଭାପତି ପରିବର୍ତ୍ତନ ଆଶଙ୍କା ମଧ୍ୟରେ ପ୍ରଦେଶ ଯୁବ କଂଗ୍ରେସ ନିଜର ସାଂଗଠନିକ ପୁନର୍ଗଠନ କରିଛି। ଯୁବ କଂଗ୍ରେସର ରାଜ୍ୟସ୍ତରୀୟ କମିଟି ଗଠନ ହୋଇନଥିଲେ ମଧ୍ୟ ୧୦ଟି ସାଂଗଠନିକ ଜିଲ୍ଲାର ଯୁବ କଂଗ୍ରେସ ସଭାପତିଙ୍କ ନାମ ଆଜି ଘୋଷଣା ହୋଇଛି। ଗତମାସରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିବା ସ୍ମୃତିରଞ୍ଜନ ଲେଙ୍କା ଆଜି ଏହି ୧୦ଟି ଜିଲ୍ଲାର ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରିଛନ୍ତି, ଯାହାକୁ […]

congress

congress

Manoranjan Sial
  • Published: Saturday, 18 July 2020
  • Updated: 18 July 2020, 06:13 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ବିପତ୍ତି ଓ ପିସିସି ସଭାପତି ପରିବର୍ତ୍ତନ ଆଶଙ୍କା ମଧ୍ୟରେ ପ୍ରଦେଶ ଯୁବ କଂଗ୍ରେସ ନିଜର ସାଂଗଠନିକ ପୁନର୍ଗଠନ କରିଛି। ଯୁବ କଂଗ୍ରେସର ରାଜ୍ୟସ୍ତରୀୟ କମିଟି ଗଠନ ହୋଇନଥିଲେ ମଧ୍ୟ ୧୦ଟି ସାଂଗଠନିକ ଜିଲ୍ଲାର ଯୁବ କଂଗ୍ରେସ ସଭାପତିଙ୍କ ନାମ ଆଜି ଘୋଷଣା ହୋଇଛି।

ଗତମାସରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଭାବେ ନିଯୁକ୍ତି ପାଇଥିବା ସ୍ମୃତିରଞ୍ଜନ ଲେଙ୍କା ଆଜି ଏହି ୧୦ଟି ଜିଲ୍ଲାର ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରିଛନ୍ତି, ଯାହାକୁ ଅଖିଳ ଭାରତୀୟ ଯୁବ କଂଗ୍ରେସ କମିଟି ଅନୁମୋଦନ କରିଛି। ଶ୍ରୀ ଲେଙ୍କା ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ପ୍ରଶାନ୍ତ ମଲ୍ଲିକ, ଅନୁଗୁଳ ଜିଲ୍ଲା ପାଇଁ ଲୁଟୁ ରଞ୍ଜନ ଥାପା, କୋରାପୁଟରେ ସୁକାନ୍ତ ପଟ୍ଟନାୟକ, ବଲାଙ୍ଗିର ପ୍ରେମ ପ୍ରକାଶ ମିଶ୍ର, କଳାହାଣ୍ଡି- ସାୱଲ ମଙ୍ଗରାଜ, ନୂଆପଡ଼ା-କପିଳେନ୍ଦ୍ର ଭୋଇ, ସୁବର୍ଣ୍ଣପୁର-ପ୍ରିୟବ୍ରତ ସାହୁ, କେନ୍ଦ୍ରାପଡ଼ା-ସତ୍ୟପ୍ରିୟ ସାମଲ, କଟକ-ଆର୍ଯ୍ୟବୀର ଲେଙ୍କା ଓ କଟକ(ନଗର) ଜିଲ୍ଲା ଯୁବ କଂଗ୍ରେସ ସଭାପତି ଭାବେ ବିକି ଚକ୍ରବର୍ତ୍ତୀଙ୍କୁ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ସମସ୍ତ ଜିଲ୍ଲା, ବିଧାନସଭା ଓ ବ୍ଲକସ୍ତରର ସଙ୍ଗଠନକୁ ସୁଦୃଢ଼ କରିବା ନେଇ କାର୍ଯ୍ୟକ୍ରମ ସ୍ଥିର କରାଯିବ ବୋଲି ଶ୍ରୀ ଲେଙ୍କା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story