ଆପଣଙ୍କୁ ଥାନାକୁ ଯିବାକୁ ପଡ଼ିବନି: ଘରକୁ ଆସି ଏତଲା ନେବ ପୁଲିସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କୁ ଥାନାକୁ ଯିବାକୁ ପଡ଼ିବନି । ପୁଲିସ ଆସିବ ଆପଣଙ୍କ ଘରକୁ । ଆପତି ଅଭିଯୋଗ ଥିଲେ ଶୁଣିବ । ଏତଲା ବି ରଖିବ । ଫୋନ୍ କରି ଜଣାଇଲେ ଘରେ ଆସି ପହଚିଂବ ପୋଲିସ । ହେଲେ ଏହି ବ୍ୟବସ୍ଥା ସବୁଦିନ ପାଇଁ ନୁହଁ । ଆସନ୍ତା କାଲିଠାରୁ ଲକଡାଉନ୍‌ ଲାଗୁ ହେଉଥିବାରୁ କମିଶନେରଟେ ପୁଲିସ ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏ […]

6nm1

6nm1

Tapas Behera
  • Published: Tuesday, 04 May 2021
  • Updated: 04 May 2021, 10:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣଙ୍କୁ ଥାନାକୁ ଯିବାକୁ ପଡ଼ିବନି । ପୁଲିସ ଆସିବ ଆପଣଙ୍କ ଘରକୁ । ଆପତି ଅଭିଯୋଗ ଥିଲେ ଶୁଣିବ । ଏତଲା ବି ରଖିବ । ଫୋନ୍ କରି ଜଣାଇଲେ ଘରେ ଆସି ପହଚିଂବ ପୋଲିସ । ହେଲେ ଏହି ବ୍ୟବସ୍ଥା ସବୁଦିନ ପାଇଁ ନୁହଁ । ଆସନ୍ତା କାଲିଠାରୁ ଲକଡାଉନ୍‌ ଲାଗୁ ହେଉଥିବାରୁ କମିଶନେରଟେ ପୁଲିସ ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ଏ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲକଡାଉନ ସମୟରେ କମିଶନରେଟ ପୋଲିସ ପକ୍ଷରୁ ବିଶେଷ ବ୍ୟବସ୍ଥା କରାଯାଇଛି ।

ଅଭିଯୋଗ ଥିଲେ ଘରକୁ ଯାଇ ଅଭିଯୋଗପତ୍ର ଗ୍ରହଣ କରିବ ପୋଲିସ । ଲକଡାଉନ ବେଳେ ଲୋକେ ଥାନାକୁ ନଆସିବା ଲାଗି ପଦକ୍ଷେପ ନିଆଯାଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି । କାହାର କିଛି ଅଭିଯୋଗ ଥିଲେ ସେମାନେ ଫୋନରେ ଜଣାଇବେ । ଚୋରି, ଡକାୟତି ବା କିଛି ବି ଅସୁବିଧା ହୋଇଥିଲେ ଫୋନରେ କହିବେ । ୧୦୦ କିମ୍ବା ସଂପୃକ୍ତ ଥାନା ନମ୍ବର କିମ୍ବା ଓଓଉଙ୍କୁ ଫୋନ୍ କରି ଜଣାଇବେ ।ଫୋନ୍‌୍ରେଅଭିଯୋଗକାରୀଙ୍କଠାରୁ ସବିଶେଷ ତଥ୍ୟ ଆ ଦାୟ କରାଯିବ । ଏହାପରେ ଯଥାଶୀଘ୍ର ଅଭିଯୋଗକାରୀଙ୍କ ଘରେ ପହଞ୍ଚିବ ପୋଲିସ । ଘରେ ପହଞ୍ଚି ଅଭିଯୋଗକାରୀଙ୍କ ଠାରୁ ଏତଲା ଗ୍ରହଣ କରିବ ପୋଲିସ । ଏହାଦ୍ୱାରା ତଦନ୍ତରେ କିଛି ଅବହେଳା କରାଯିବନି କହିଲେ ଡିସିପି ।

ରାଜ୍ୟକୁ ୧୪ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି ରାଜ୍ୟ ସରକାର। ମେ’୫ରୁ ୧୯ପର‌୍ୟ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ। ଏହି ସମୟରେ ଅତ୍ୟାବଶ୍ୟକ ସେବା କଟକଣାମୁକ୍ତ ରହିଥିବା ବେଳେ ଦୋକାନ ବଜାର ଖୋଲିବା ଉପରେ କିଛି ମାତ୍ରାରେ କଟକଣା ଲଗାଯାଇଛି । ତେବେ ଏହି ଲକଡାଉନ ସମୟରେ ପୂର୍ବଭଳି ଟିକାକରଣ ଜାରି ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story