ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଶୋଭାଯାତ୍ରା ଓ ଧାରଣା ଆଦି ବନ୍ଦ ରହିବ। କଟକ-ଭୁବନେଶ୍ୱରରେ ବିବାହ ବେଳେ ଶୋଭାଯାତ୍ରା ପାଇଁ ପୂର୍ବରୁ ଦିଆଯାଇଥିବା ଅନୁମତିକୁ ରଦ୍ଦ କରିଛି କମିଶନରେଟ ପୁଲିସ। ଏଥିସହ ଆଗକୁ ମଧ୍ୟ ଶୋଭାଯାତ୍ରା ପାଇଁ କାହାକୁ ଅନୁମତି ମିଳିବନି। ସେହିପରି ଫିଲ୍ମ ହଲ୍, ସୁଇମିଂ ପୁଲ, ଜିମ ବନ୍ଦ ରହିବ। ଏଥିସହ ପୁଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ବିନା ଛୁଟି ଆବେଦନଦନରେ ଘରକୁ ଗସ୍ତ କରିପାରିବେ ବୋଲି ସୂଚନା ମିଳିଛି। ‘କରୋନା’କୁ ଆଖିଆଗରେ ରଖି ଏଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ସରକାରରଙ୍କ ଘୋଷଣା ପରେ ମାଲିକମାନେ ହଲ ବନ୍ଦ କରିଛନ୍ତି।
ସେହିପରି ଖରାଦିନ ପାଇଁ ସୁଇମିଂ ପୁଲ, ଓ୍ୱାଟର ସ୍ପୋର୍ଟସର ମଜା ନେବା ପାଇଁ ଏସବୁ ସ୍ଥାନରେ ଭିଡ଼ ଜମୁଥିବା ବେଳେ ଆଗକୁ ଏହା ଉପରେ ପ୍ରତିବନ୍ଧକ ଲାଗିଛି। ‘କରୋନା’ ପାଇଁ ଏସବୁ ପାର୍କ ବନ୍ଦ ରହିବ। ନଖରାସ୍ଥିତ ଓସେନ ଓ୍ୱାର୍ଲଡ କାଳିଠାରୁ ବନ୍ଦ ରହିବ ବୋଲି ଏହାର ନିର୍ଦ୍ଦେଶକ ନୃସିଂହ ଚରଣ ଧୀର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ମଦ୍ୟପ ପୁଅର ନିର୍ଯାତନା ଅତିଷ୍ଠ କଲା, ଛୁରୀ ଭୁଷିଦେଲା ବାପା
ମଦ ନିଶାରେ ଚୁର ପୁଅର ସବୁବେଳେ କଲବଲ କରିବାରୁ ତାକୁ ରାସ୍ତାରୁ ସଫା କରିଦେଲା ବାପା।
Crime
ସ୍ୱାମୀ ପାଲଟିଗଲା ସଇତାନ, ସ୍ତ୍ରୀର ବେକ କାଟିଦେଲା
ଘରୋଇ କଳହରୁ ଘଟିଲା ବୀଭତ୍ସ ହତ୍ୟାକାଣ୍ଡ। ସ୍ୱାମୀ ପାଲଟିଗଲା ସଇତାନ । ସାତ ଜନ୍ମ ପାଇଁ ଯାହା ହାତ ଧରିଥିଲା ତା’ ବେକ କାଟି ଦେଲା।
Accident
ବ୍ରିଜ ତଳକୁ ଖସିଲା ସ୍କୁଟି, ଆଖି ବୁଜିଲେ ଚାଳକ
ଭବାନୀ ଷଡ଼ଙ୍ଗୀ କୌଣସି କାମ ପାଇଁ ତୁରେକେଲା ପଟେ ଆସୁଥିଲେ। ମାତ୍ର ପଣ୍ଡେନ ବ୍ରିଜ ନିକଟରେ ତାଙ୍କ ସ୍କୁଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡ଼ିଥିଲା।
Crime
ନିର୍ମାଣାଧୀନ ଘରୁ ବୋମା ଭର୍ତ୍ତି ବ୍ୟାଗ୍ ଜବତ, ଅଭିଯୁକ୍ତ ଚମ୍ପଟ
ପୁଲିସ୍କୁ ଦେଖି କିଛି ଯୁବକ ବ୍ୟାଗ ଛାଡି ଦୌଡ଼ି ପଳାଇଥିବା ବେଳେ ପୁଲିସ୍ ସେମାନଙ୍କ ସନ୍ଧାନ ଆରମ୍ଭ କରିଛି।
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।