କଟକ-ଭୁବନେଶ୍ୱରରେ ହୋଇପାରିବନି ଶୋଭାଯାତ୍ରା, ଧାରଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଶୋଭାଯାତ୍ରା ଓ ଧାରଣା ଆଦି ବନ୍ଦ ରହିବ। କଟକ-ଭୁବନେଶ୍ୱରରେ ବିବାହ ବେଳେ ଶୋଭାଯାତ୍ରା ପାଇଁ ପୂର୍ବରୁ ଦିଆଯାଇଥିବା ଅନୁମତିକୁ ରଦ୍ଦ କରିଛି କମିଶନରେଟ ପୁଲିସ। ଏଥିସହ ଆଗକୁ ମଧ୍ୟ ଶୋଭାଯାତ୍ରା ପାଇଁ କାହାକୁ ଅନୁମତି ମିଳିବନି। ସେହିପରି ଫିଲ୍ମ ହଲ୍‌, ସୁଇମିଂ ପୁଲ, ଜିମ ବନ୍ଦ ରହିବ। ଏଥିସହ ପୁଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ବିନା ଛୁଟି ଆବେଦନଦନରେ ଘରକୁ ଗସ୍ତ କରିପାରିବେ ବୋଲି ସୂଚନା ମିଳିଛି। ‘କରୋନା’କୁ ଆଖିଆଗରେ […]

marriage

marriage

Manoranjan Sial
  • Published: Friday, 13 March 2020
  • Updated: 13 March 2020, 07:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ପାଇଁ ଶୋଭାଯାତ୍ରା ଓ ଧାରଣା ଆଦି ବନ୍ଦ ରହିବ। କଟକ-ଭୁବନେଶ୍ୱରରେ ବିବାହ ବେଳେ ଶୋଭାଯାତ୍ରା ପାଇଁ ପୂର୍ବରୁ ଦିଆଯାଇଥିବା ଅନୁମତିକୁ ରଦ୍ଦ କରିଛି କମିଶନରେଟ ପୁଲିସ। ଏଥିସହ ଆଗକୁ ମଧ୍ୟ ଶୋଭାଯାତ୍ରା ପାଇଁ କାହାକୁ ଅନୁମତି ମିଳିବନି। ସେହିପରି ଫିଲ୍ମ ହଲ୍‌, ସୁଇମିଂ ପୁଲ, ଜିମ ବନ୍ଦ ରହିବ। ଏଥିସହ ପୁଲିସ ଅଧିକାରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ବିନା ଛୁଟି ଆବେଦନଦନରେ ଘରକୁ ଗସ୍ତ କରିପାରିବେ ବୋଲି ସୂଚନା ମିଳିଛି। ‘କରୋନା’କୁ ଆଖିଆଗରେ ରଖି ଏଭଳି ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି। ସରକାରରଙ୍କ ଘୋଷଣା ପରେ ମାଲିକମାନେ ହଲ ବନ୍ଦ କରିଛନ୍ତି।

ସେହିପରି ଖରାଦିନ ପାଇଁ ସୁଇମିଂ ପୁଲ, ଓ୍ୱାଟର ସ୍ପୋର୍ଟସର ମଜା ନେବା ପାଇଁ ଏସବୁ ସ୍ଥାନରେ ଭିଡ଼ ଜମୁଥିବା ବେଳେ ଆଗକୁ ଏହା ଉପରେ ପ୍ରତିବନ୍ଧକ ଲାଗିଛି। ‘କରୋନା’ ପାଇଁ ଏସବୁ ପାର୍କ ବନ୍ଦ ରହିବ। ନଖରାସ୍ଥିତ ଓସେନ ଓ୍ୱାର୍ଲଡ କାଳିଠାରୁ ବନ୍ଦ ରହିବ ବୋଲି ଏହାର ନିର୍ଦ୍ଦେଶକ ନୃସିଂହ ଚରଣ ଧୀର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story