ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ସାରା ବିଶ୍ୱ ସ୍ୱାଗତ କରୁଛି: ବୈଜୟନ୍ତ

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ସାରା ବିଶ୍ୱ ସ୍ୱାଗତ କରୁଛି। ଏକବିଂଶ ଶତାବ୍ଦୀରେ ବିଶ୍ୱ ପାଇଁ ଥିବା ଆହ୍ୱାନରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏ ସବୁର ବାସ୍ତବତା ପାଇଁ ଏକ ବିଶ୍ୱସ୍ତରୀୟ ନିୟମ ନିର୍ଣ୍ଣୟ ହେବା ଉଚିତ୍‌। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଓ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀରେ ଆୟୋଜିତ ରାଏସିନା ଆଲୋଚନାଚକ୍ର-୨୦୨୨ରେ ଯୋଗ ଦେଇ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଗତକାଲି ଏହି […]

Baijayant

Baijayant

Jitendra Garnayak
  • Published: Tuesday, 26 April 2022
  • Updated: 26 April 2022, 07:10 PM IST

Sports

Latest News

ନୂଆଦିଲ୍ଲୀ/ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭାରତର ଅର୍ଥନୀତି ଅଭିବୃଦ୍ଧିକୁ ସାରା ବିଶ୍ୱ ସ୍ୱାଗତ କରୁଛି। ଏକବିଂଶ ଶତାବ୍ଦୀରେ ବିଶ୍ୱ ପାଇଁ ଥିବା ଆହ୍ୱାନରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଏ ସବୁର ବାସ୍ତବତା ପାଇଁ ଏକ ବିଶ୍ୱସ୍ତରୀୟ ନିୟମ ନିର୍ଣ୍ଣୟ ହେବା ଉଚିତ୍‌। ଭାରତ ସରକାରଙ୍କ ବୈଦେଶିକ ମନ୍ତ୍ରାଳୟ ଓ ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ନୂଆଦିଲ୍ଲୀରେ ଆୟୋଜିତ ରାଏସିନା ଆଲୋଚନାଚକ୍ର-୨୦୨୨ରେ ଯୋଗ ଦେଇ ଏହା କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।

ଗତକାଲି ଏହି ଆଲୋଚନାଚକ୍ରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍‌ଘାଟନ କରିଥିବା ବେଳେ ଆଜି ଶ୍ରୀ ପଣ୍ଡା ଏଥିରେ ଭାରତର ପ୍ରତିନିଧି ଭାବେ ଯୋଗ ଦେଇ ଉଦାରବାଦ ଓ ବିଶ୍ୱ ଧୃବୀକରଣ ସମସ୍ୟା ସଂପର୍କ ଉପରେ ଆଲୋକପାତ କରିଥିଲେ।

ସେ କହିଥିଲେ, ଭାରତ ଏବେ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବାରେ ପ୍ରଥମ। ନିକଟରେ ଋଣଗ୍ରସ୍ତ ଶ୍ରୀଲଙ୍କର ଭୁଶୁଡ଼ି ପଡ଼ିଥିବା ଅର୍ଥନୀତିକୁ ସଜାଡ଼ିବା ପାଇଁ ଭାରତ ପ୍ରଥମେ ସହଯୋଗର ହାତ ବଢ଼ାଇଛି।

କୋଭିଡ୍ ମହାମାରୀ ଯୋଗୁ ପ୍ରାୟ ୨ ବର୍ଷରେ ଆୟୋଜିତ ହୋଇଥିବା ଏହି ରାଏସିନା ଆଲୋଚନା ଚକ୍ର ହେଉଛି ଭାରତର ପ୍ରମୁଖ ବୈଦେଶିକ ନୀତି ସମ୍ବନ୍ଧୀୟ ଆଲୋଚନା ଚକ୍ର। ଚଳିତ ବର୍ଷ ଏହି ଆଲୋଚନା ଚକ୍ର ଗତକାଲି ଠାରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।
ଆଜି ଅନୁଷ୍ଠିତ ଆଲୋଚନା ଚକ୍ରରେ ଶ୍ରୀ ପଣ୍ଡାଙ୍କ ସମେତ ଫିଲିପାଇନ୍ସ ବୈଦେଶିକ ସଚିବ, ସ୍ୱିଡେନ୍‌ର ପୂର୍ବତନ ପ୍ରଧାନମନ୍ତ୍ରୀ କାର୍ଲ ବିଲ୍ଟ, କାନାଡ଼ାର ପୂର୍ବତନ ପ୍ରଧାନମନ୍ତ୍ରୀ ଷ୍ଟିଫେନ୍ ହାରପର ଓ ଆମେରିକାର ପୂର୍ବତନ ଉପ-ସଚିବ ଜେନ୍‌ ହୋଲ୍ ଲ୍ୟୁଟ୍ ପ୍ରମୁଖ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story