ଶନି ମନ୍ଦିରରୁ ଚୋରି

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଦହିସଡ଼ା ଗାଁରେ ଥିବା ଶନି ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ଦୁର୍ବୃତ୍ତମାନେ ମନ୍ଦିରର ଗ୍ରୀଲ୍ ଭାଙ୍ଗି ଭିତରେ ପଶିଥିଲେ। ସେମାନେ ଠାକୁରଙ୍କ ରୁପା ଅଳଙ୍କାର ସମେତ ବାସନକୁସମନ ନେଇ ଯାଇଥିବା ଜଣାପଡ଼ିଛି। ଏହା ସହିତ ସେଠାରେ ଥିବା ହନୁମାନ ମନ୍ଦିରର ହୁଣ୍ଡି ଭାଙ୍ଗି ଟଙ୍କା ନେଇଯାଇଛନ୍ତି। ସୋର ପୁଲିସ୍ ଘଟଣାର ତଦନ୍ତ କରୁଛି।

shanitemple

Jitendra Garnayak
  • Published: Sunday, 24 March 2019
  • , Updated: 24 March 2019, 10:25 AM IST

Related story