ଉଦଳାରେ ସିରିଜ୍ ଚୋରି; ୪ଟି ସ୍ଥାନରେ କଳାକନା ବୁଲାଇଲେ

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଗତକାଲି ରାତିରେ ସିରିଜ୍‌ ଚୋରି ହୋଇଛି। ଏକାଥରକେ ୪ଟି  ସ୍ଥାନରେ କଳାକନା ବୁଲାଇଛନ୍ତି ଚୋର। ସୂଚନା ଅନୁସାରେ କଲେଜ ରୋଡ୍‌ ସ୍ଥିତ ଥିବା ପୋଷ୍ଟ ଅଫିସ୍, ଦୁଇଟି କମ୍ପ୍ୟୁଟର ଦୋକାନ ଓ ଗୋଟିଏ ଷ୍ଟେସନାରୀ ଦୋକାନରେ ବିଳମ୍ୱିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଷ୍ଟ ଅଫିସ୍‌ରୁ ତାଲା ଭାଙ୍ଗି ୧୫୦୦ ଟଙ୍କା ଚୋରି ହୋଇଥିବା ବେଳେ ଦୁଇଟି କମ୍ପ୍ୟୁଟର ଦୋକାନରୁ  ୧୫୦୦୦ ଟଙ୍କା ଓ ହାଡଡିସ୍କ ଚୋରି ହୋଇଛି। […]

udala

udala

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 10:11 AM IST

Sports

Latest News

ଉଦଳା(ମାନସ ପାଣି): ମୟୂରଭଞ୍ଜ ଜିଲ୍ଲା ଉଦଳାରେ ଗତକାଲି ରାତିରେ ସିରିଜ୍‌ ଚୋରି ହୋଇଛି। ଏକାଥରକେ ୪ଟି  ସ୍ଥାନରେ କଳାକନା ବୁଲାଇଛନ୍ତି ଚୋର।

ସୂଚନା ଅନୁସାରେ କଲେଜ ରୋଡ୍‌ ସ୍ଥିତ ଥିବା ପୋଷ୍ଟ ଅଫିସ୍, ଦୁଇଟି କମ୍ପ୍ୟୁଟର ଦୋକାନ ଓ ଗୋଟିଏ ଷ୍ଟେସନାରୀ ଦୋକାନରେ ବିଳମ୍ୱିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଷ୍ଟ ଅଫିସ୍‌ରୁ ତାଲା ଭାଙ୍ଗି ୧୫୦୦ ଟଙ୍କା ଚୋରି ହୋଇଥିବା ବେଳେ ଦୁଇଟି କମ୍ପ୍ୟୁଟର ଦୋକାନରୁ  ୧୫୦୦୦ ଟଙ୍କା ଓ ହାଡଡିସ୍କ ଚୋରି ହୋଇଛି। ଆଜି ସକାଳେ ପୋଲିସ ଏନେଇ ଖବର ପାଇବା ପରେ ଘଟଣାର ତଦନ୍ତ ଜାରି ରଖିଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos