ଏମାନେ ରତ୍ନଭଣ୍ଡାର ଭିତରକୁ ଯିବେ

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ। ରତ୍ନଭଣ୍ଡାର ଭିତରକୁ ଯିବେ ୧୭ ଜଣିଆ ଟିମ୍‌। ସେମାନେ ହେଲେ ୧: ଦେଉଳ କରଣ ଚନ୍ଦ୍ରଶେଖର ମଙ୍ଗରାଜ ୨: ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ ୩: ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ ୪: ଭଣ୍ଡାର ମେକାପ ଗଣେଶ ମେକାପ ୫: ଗଜପତିଙ୍କ ପ୍ରତିନିଧି ଅମିୟ ମହାନ୍ତି ୬: […]

puri jagannth tample ratna bhandra open today

Rakesh Mallick
  • Published: Wednesday, 04 April 2018
  • , Updated: 04 April 2018, 10:06 AM IST

ପୁରୀ(ଓଡ଼ିଶା ରିପୋର୍ଟର): ଆଜି ଖୋଲିବ ଶ୍ରୀମନ୍ଦିରର ରହସ୍ୟମୟ ରତ୍ନଭଣ୍ଡାର। ଅପରାହ୍ନ ୨ଟାରେ ଦ୍ୱିତୀୟ ଭୋଗ ମଣ୍ଡପ ବଢିବା ପରେ ଆରମ୍ଭ ହେବ ଭଣ୍ଡାର ଘରର ସ୍ଥିତି ଯାଞ୍ଚ। ରତ୍ନଭଣ୍ଡାର ଭିତରକୁ ଯିବେ ୧୭ ଜଣିଆ ଟିମ୍‌।

ସେମାନେ ହେଲେ

୧: ଦେଉଳ କରଣ ଚନ୍ଦ୍ରଶେଖର ମଙ୍ଗରାଜ

୨: ତଡ଼ଉ କରଣ ହିମାଂଶୁ ପଟ୍ଟନାୟକ

୩: ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟ୍ଟଯୋଶୀ

୪: ଭଣ୍ଡାର ମେକାପ ଗଣେଶ ମେକାପ

୫: ଗଜପତିଙ୍କ ପ୍ରତିନିଧି ଅମିୟ ମହାନ୍ତି

୬: ହାଇକୋର୍ଟଙ୍କ ପ୍ରତିନିଧି ଏନ.କେ ମହାନ୍ତି

୭: ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

୮: ଏସ୍‌ପି ସାର୍ଥକ ଷଡଙ୍ଗୀ

୯: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା

୧୦: ନୀତି ପ୍ରଶାସକ ପ୍ରଦୀପ ଦାଶ

୧୧: ASIର ପ୍ରତିନିଧି ସୁପରିଣ୍ଡେଣ୍ଟ ଆର୍କିଓଲୋଜି ଏଚ୍‌.ଏ.ନାୟକ

୧୨: ASI ପ୍ରତିନିଧି ଡେପୁଟି ସୁପରିଣ୍ଡେଣ୍ଟ ତପନ କୁମାର ଭଟ୍ଟାଚର୍ଯ୍ୟ

୧୩: ବରିଷ୍ଠ କଞ୍ଜର୍ଭେସନ ଆସିଷ୍ଟାଣ୍ଟ ଚିତ୍ତରଞ୍ଜନ ଦାସ

୧୪: କୋର କମିଟି ସଦସ୍ୟ ଜି.ସି.ମିତ୍ର

୧୫: କୋର କମିଟି ସଦସ୍ୟ ଏନ.ସି. ପାଲ

୧୬: ରତ୍ନଭଣ୍ଡାର ସବ୍‌କମିଟି ସଦସ୍ୟ  ରାମଚନ୍ଦ୍ର ଦାସ ମହାପାତ୍ର

୧୭: ରତ୍ନଭଣ୍ଡାର ସବ୍‌କମିଟି ସଦସ୍ୟ ଅନନ୍ତ ତିଆଡି

Related story