ଥାନା ଭିତରକୁ ଧସେଇ ପଶିଲା ଗାଡ଼ି

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଭିତରୁ ପୂରା ଫିଲ୍ମ ଷ୍ଟାଇଲରେ ଆଜି ଏକ ଗାଡ଼ି ଧସେଇ ପଶିଛି। ଗାଡ଼ିଟି ଥାନା ପରିସରରେ ଥିବା ଫ୍ଲାଗ ହଏଷ୍ଟିଙ୍ଗ ପୋଷ୍ଟକୁ ଭାଙ୍ଗି ଦେଇଛି। ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତମାନେ ଥାନାକୁ ଧସେଇ ପଶିଲେ ତାହା ଜଣାପଡିନି।

jaypur

Jyoshna Pradhan
  • Published: Sunday, 30 September 2018
  • , Updated: 30 September 2018, 10:43 PM IST

ଜୟପୁର (ଟି.ଗୌରୀଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ଟାଉନ ଥାନା ଭିତରୁ ପୂରା ଫିଲ୍ମ ଷ୍ଟାଇଲରେ ଆଜି ଏକ ଗାଡ଼ି ଧସେଇ ପଶିଛି। ଗାଡ଼ିଟି ଥାନା ପରିସରରେ ଥିବା ଫ୍ଲାଗ ହଏଷ୍ଟିଙ୍ଗ ପୋଷ୍ଟକୁ ଭାଙ୍ଗି ଦେଇଛି।

ଘଟଣାରେ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ତେବେ କାହିଁକି ଓ କେଉଁ ପରିସ୍ଥିତିରେ ଅଭିଯୁକ୍ତମାନେ ଥାନାକୁ ଧସେଇ ପଶିଲେ ତାହା ଜଣାପଡିନି।

https://youtu.be/wkQn9eGQUOk

Related story