ମୋବାଇଲ ବ୍ୟାଟେରି ଫାଟି ୩ ଆହତ

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅଡାକସା ଗାଁରେ ମୋବାଇଲ ବ୍ୟାଟେରି ଫାଟି ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ହେମନ୍ତ ଘୁସୁରି,ଚିଣ୍ଟୁ ଘୁସୁରି ଓ ଆକାଶ ଘୁସୁରି। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆକାଶ,ଚିଣ୍ଟୁ ଓ ହେମନ୍ତ ମୋବଇଲ ବ୍ୟାଟେରିରେ ଖେଳୁଥିବା ସମୟରେ ବ୍ୟାଟେରିଟି ହଠାତ୍‌ ଫାଟି ଯାଇଥିଲା। ହେମନ୍ତର ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗି ରକ୍ତସ୍ରାବ ହେଉଛି। ଆକାଶ ଓ ଚିଣ୍ଟୁର ଅବସ୍ଥା ଭଲଥିବା ପରିବାର ଲୋକେ […]

rrrrrrrrrr99999999999

Tapaswini Nayak
  • Published: Tuesday, 16 April 2019
  • , Updated: 16 April 2019, 01:46 PM IST

ବିନିକା(ଦିଲୀପ ସାହୁ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍‌ ଅଡାକସା ଗାଁରେ ମୋବାଇଲ ବ୍ୟାଟେରି ଫାଟି ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ହେମନ୍ତ ଘୁସୁରି,ଚିଣ୍ଟୁ ଘୁସୁରି ଓ ଆକାଶ ଘୁସୁରି। ସେମାନଙ୍କୁ ଡୁଙ୍ଗୁରିପାଲି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆକାଶ,ଚିଣ୍ଟୁ ଓ ହେମନ୍ତ ମୋବଇଲ ବ୍ୟାଟେରିରେ ଖେଳୁଥିବା ସମୟରେ ବ୍ୟାଟେରିଟି ହଠାତ୍‌ ଫାଟି ଯାଇଥିଲା।

ହେମନ୍ତର ହାତ ଓ ଗୋଡ଼ରେ ଗୁରୁତର ଆଘାତ ଲାଗି ରକ୍ତସ୍ରାବ ହେଉଛି। ଆକାଶ ଓ ଚିଣ୍ଟୁର ଅବସ୍ଥା ଭଲଥିବା ପରିବାର ଲୋକେ କହିଛନ୍ତି।

 

Related story