ପିପିଏଲ୍ ପ୍ଲାଣ୍ଟରେ ଅଘଟଣ: ଗରମ ବାମ୍ଫ ବାଜି ୩ ଶ୍ରମିକ ଆହତ

ପାରାଦୀପ(ଓଡ଼ିଶା ରିପୋର୍ଟର): ଗତକାଲି ରାତିରେ ପାରାଦୀପ ଫସଫେଟ୍‌ ଲିମିଟେଡ୍‌ (ପିପିଏଲ୍) ପ୍ଲାଣ୍ଟରେ ଅଘଟଣ ଘଟିଛି। ଗରମ ବାମ୍ଫ ବାଜି ୩ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆହତ ଶ୍ରମିକମାନଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଜଣଙ୍କର ପେଟ ପାଖ ପୋଡ଼ି ଯାଇଥିବା ବେଳେ ଆଉ ଦୁଇ ଶ୍ରମିକଙ୍କ ଗୋଡ ପୋଡ଼ି ଯାଇଛି।  ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ ମରାମତି ବେଳେ ଏହି ଅଘଟଣ ହୋଇଥିବା ଜଣାପଡ଼ିଛି।

rayagada

Rakesh Mallick
  • Published: Saturday, 03 February 2018
  • , Updated: 03 February 2018, 08:13 AM IST

Related story