୩ ଜିଲ୍ଲାକୁ କାଳବୈଶାଖୀ ସତର୍କ ସୂଚନା

ଭୁବନେଶ୍ୱର: ଆଜି ପୁଣି କାଳବୈଶାଖୀ ଭୟ। ୩ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ। ନୟାଗଡ଼, କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାରେ ହୋଇପାରେ କାଳବୈଶାଖୀ। ଏହାର ପ୍ରଭାବରେ ଝଡ଼ବର୍ଷା ସାଙ୍ଗକୁ ୫୦ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେଣୁ ଏହି ୩ଟି ଜିଲ୍ଲାକୁ ରାତି ୯. ୩୦ ପର୍ଯ୍ୟନ୍ତ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

lightning-strike-thunderstorm-afp

Rakesh Mallick
  • Published: Sunday, 27 May 2018
  • , Updated: 27 May 2018, 06:44 PM IST

Related story