ଝଡ଼ବର୍ଷା ହେବ; ସତର୍କ ରହିବାକୁ ୭ଟି ଜିଲ୍ଲାର ଲୋକଙ୍କୁ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ପବନ ହେବ। ଘଡ଼ଘଡ଼ ସହିତ ବର୍ଷା ବି ହେବ। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଏନେଇ ୭ଟି ଜିଲ୍ଲାର ଲୋକଙ୍କୁ ସତର୍କ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ନୂଆପଡ଼ା, ବଲାଙ୍ଗିର, କନ୍ଧମାଳ, ରାୟଗଡ଼ା, ଗଜପତି, ଗଂଜାମ ଓ  ନୟାଗଡ଼। ସଂଧ୍ୟା ୭ଟା ୧୫ ପର୍ଯ୍ୟନ୍ତ ସତର୍କ ରହିବାକୁ ଏହି ସବୁ ଜିଲ୍ଲାର ଲୋକଙ୍କୁ ପରାମର୍ଶ ଦିଆଯାଇଛି।

lightning

Rakesh Mallick
  • Published: Tuesday, 08 May 2018
  • , Updated: 08 May 2018, 04:36 PM IST

Related story