ଗିରଫ ଅଭିଯୁକ୍ତଙ୍କ ଖୁଲାସା; ‘ବାବୁଙ୍କ ପାଇଁ ଆଣିଥିଲି ବାଘଛାଲ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବାଘ ଛାଲ ବେପାର । କଲରାପତରିଆ ବାଘର ଛାଲ ସହ ଅଭିଯୁକ୍ତ ଧରାପଡ଼ିବା ପରେ ଏବେ ଫିଟୁଛି ଗୁମର। ଧରାପଡ଼ିଥିବା ଅଭିଯୁକ୍ତ କେବଳ ଜଣେ  ମୋହରା ହୋଇଥିବା ବେଳେ  ଏହା ପଛରେ ରାକେଟ  କାମ କରୁଥିବା  ଅନୁମାନ କରାଯାଉଛି । ଗିରଫ ଅଭିଯୁକ୍ତଜଣକ ବାଘ ଛାଲ ବାବୁଙ୍କ ପାଇଁ ଆଣିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆଗରେ ସ୍ୱୀକାର କରିଛି । ତେବେ ଏହି ବାବୁଜଣକ କିଏ,  ତାଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ […]

tiger-2

tiger-2

Niharika Rout
  • Published: Tuesday, 17 November 2020
  • Updated: 17 November 2020, 01:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚାଲିଛି ବାଘ ଛାଲ ବେପାର । କଲରାପତରିଆ ବାଘର ଛାଲ ସହ ଅଭିଯୁକ୍ତ ଧରାପଡ଼ିବା ପରେ ଏବେ ଫିଟୁଛି ଗୁମର। ଧରାପଡ଼ିଥିବା ଅଭିଯୁକ୍ତ କେବଳ ଜଣେ  ମୋହରା ହୋଇଥିବା ବେଳେ  ଏହା ପଛରେ ରାକେଟ  କାମ କରୁଥିବା  ଅନୁମାନ କରାଯାଉଛି ।

ଗିରଫ ଅଭିଯୁକ୍ତଜଣକ ବାଘ ଛାଲ ବାବୁଙ୍କ ପାଇଁ ଆଣିଥିବା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଆଗରେ ସ୍ୱୀକାର କରିଛି । ତେବେ ଏହି ବାବୁଜଣକ କିଏ,  ତାଙ୍କୁ ଧରିବାକୁ ଖୋଳତାଡ଼ ଆରମ୍ଭ କରି ଦେଇଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌।

ସୂଚନାଯୋଗ୍ୟ, ଗତକାଲି ବରମୁଣ୍ଡା ଅଞ୍ଚଳରୁ ପ୍ରଶାନ୍ତ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌। ପ୍ରଶାନ୍ତ ନିଜ ବାଇକ୍‌ ଡିକିରେ ଛାଲ ରଖି ବିକ୍ରି ପାଇଁ ଯୋଜନା କରିଥିଲା । ଖବର ପାଇ ଏସଟିଏଫ୍ ତାଙ୍କୁ ଗିରଫ କରିଥିଲା । ଗିରଫ ପ୍ରଶାନ୍ତ ରାଜଧାନୀର ସୋଆ ବିଶ୍ୱବିଦ୍ୟାଳୟର ଡ୍ରାଇଭର ବୋଲି ସେ ନିଜେ କହିଛନ୍ତି।

ଏହି ମାମଲାରେ କେବଳ ସେ ନୁହନ୍ତି ବରଂ ଏଥିରେ ସୋଆର ଅନ୍ୟ ଜଣେ ଡ୍ରାଇଭର୍ ବି ସମ୍ପୃକ୍ତ ବୋଲି ସେ କହିଛନ୍ତି  । ପ୍ରଶାନ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ହୋଇଥିବା ବେଳେ ତାଙ୍କ ସାଥୀ ଡ୍ରାଇଭରଙ୍କ ଘର ଫୁଲବାଣୀ ଅଞ୍ଚଳରେ ବୋଲି କହିଛନ୍ତି ପ୍ରଶାନ୍ତ । ସେ କେବଳ ମଧ୍ୟସ୍ତି ଭାବେ କାମ କରୁଥିଲେ ।

କୌଣସି ଜଣେ ଅଧିକାରୀଙ୍କ ନିକଟରେ ଏହା ପହଞ୍ଚାଇବାକୁ ତାଙ୍କୁ କୁହାଯାଇଥିବା ପ୍ରଶାନ୍ତ କହିଛନ୍ତି। ତେବେ ଏହି ଅଧିକାରୀ ଜଣକ କିଏ ? ତାକୁ ନେଇ ଏବେ ଖୋଲତାଡ଼ କରାଯାଉଛି । ସେହିପରି ଅନ୍ୟ ଜଣେ ଡ୍ରାଇଭର୍ କିଏ ତାକୁ ନେଇ ବି ଖୋଳତାଡ଼ ହେଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story