ଓଡ଼ିଶାରୁ ଫେରି ଯିବ ସୁନ୍ଦରୀ

ଅନୁଗୁଳ(ଓଡ଼ିଶା ରିପୋର୍ଟର):ସାତକୋଶିଆରୁ ମଧ୍ୟପ୍ରଦେଶ କାହ୍ନା ଜଙ୍ଗଲକୁ ଫେରିଯିବ ସୁନ୍ଦରୀ । ସୁନ୍ଦରୀକୁ ତୁରନ୍ତ ଫେରାଇ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି NTCA କର୍ତ୍ତୃପକ୍ଷ। ଏହା ସହ ବାଘ ଟ୍ରାନ୍ସଲୋକେସନ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି।  ସୁନ୍ଦରୀର ରହଣିକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛି NTCA। ଛୋଟ ଏନ୍‌କ୍ଲୋଜରରେ ବାଘୁଣୀକୁ ରଖାଯାଇଥିବାରୁ ସେ ନେଇ ଆପତ୍ତି ଉଠାଇବା ସହିତ SOP ପାଳନ ହୋଇନଥିବା କୁହାଯାଇଛି।  ସେହିପରି ଶିକାରୀମାନେ ହିଁ ମହାବଳ ବାଘ ମହାବୀରକୁ ମାରିଥିବା […]

sundari

sundari

Tapas Behera
  • Published: Thursday, 19 December 2019
  • Updated: 19 December 2019, 08:49 PM IST

Sports

Latest News

ଅନୁଗୁଳ(ଓଡ଼ିଶା ରିପୋର୍ଟର):ସାତକୋଶିଆରୁ ମଧ୍ୟପ୍ରଦେଶ କାହ୍ନା ଜଙ୍ଗଲକୁ ଫେରିଯିବ ସୁନ୍ଦରୀ । ସୁନ୍ଦରୀକୁ ତୁରନ୍ତ ଫେରାଇ ଦେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି NTCA କର୍ତ୍ତୃପକ୍ଷ। ଏହା ସହ ବାଘ ଟ୍ରାନ୍ସଲୋକେସନ କାର୍ଯ୍ୟକ୍ରମ ମଧ୍ୟ ବାତିଲ କରାଯାଇଛି।  ସୁନ୍ଦରୀର ରହଣିକୁ ନେଇ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛି NTCA।

ଛୋଟ ଏନ୍‌କ୍ଲୋଜରରେ ବାଘୁଣୀକୁ ରଖାଯାଇଥିବାରୁ ସେ ନେଇ ଆପତ୍ତି ଉଠାଇବା ସହିତ SOP ପାଳନ ହୋଇନଥିବା କୁହାଯାଇଛି।  ସେହିପରି ଶିକାରୀମାନେ ହିଁ ମହାବଳ ବାଘ ମହାବୀରକୁ ମାରିଥିବା ରିପୋର୍ଟରେ କୁହାଯାଇଛି।

୨୦୧୮ରେ ସାତକୋଶିଆରେ ଆରମ୍ଭ ହୋଇଥିଲା ଦେଶର ପ୍ରଥମ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ କାର୍ଯ୍ୟକ୍ରମ। ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ପରେ ଲଙ୍କାକାଣ୍ଡ ହୋଇଥିଲା। ସେହିପରି କାହ୍ନାରୁ ଆସିଥିବା ମହାବଳ ଶିକାରୀଙ୍କ ଫାଶରେ ପଡ଼ି ମରିବା ପରେ ଦିଗହରା ହୋଇଥିଲା ଏହି ପ୍ରକଳ୍ପ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos