ଟିଟିଲାଗଡରେ ଦୁଇ ବାଇକ ମୁହାଁମୁହିଁ ଧକ୍କା: ୩ ମୃତ, ଜଣେ ଗୁରୁତର

ଟିଟିଲାଗଡ: ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ବଙ୍ଗେ।ମୁଣ୍ଡା ଥାନା ଅନ୍ତର୍ଗତ ଟିଟିସିଲେଟ ଗାଁ ନିକଟରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବାଲିଖମାର ଗ୍ରାମର କିଶୋର ବଗର୍ତ୍ତି, କୁଶୁର୍ଡ ଗ୍ରାମର ଯୋଗେଶ୍ୱର ଜାନି ଏବଂ ଯାମୁଟଝୁଲା ଗ୍ରାମର କୁନ୍ଦର ଜାନି । ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ହିଁ […]

titilagarh

titilagarh

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 05:52 PM IST

Sports

Latest News

titilagarhଟିଟିଲାଗଡ: ଗୁରୁବାର ସନ୍ଧ୍ୟା ପ୍ରାୟ ୮ଟାରେ ବଙ୍ଗେ।ମୁଣ୍ଡା ଥାନା ଅନ୍ତର୍ଗତ ଟିଟିସିଲେଟ ଗାଁ ନିକଟରେ ୨ଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକମାନେ ହେଲେ ବାଲିଖମାର ଗ୍ରାମର କିଶୋର ବଗର୍ତ୍ତି, କୁଶୁର୍ଡ ଗ୍ରାମର ଯୋଗେଶ୍ୱର ଜାନି ଏବଂ ଯାମୁଟଝୁଲା ଗ୍ରାମର କୁନ୍ଦର ଜାନି । ଏହି ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ କଣ୍ଟାବାଞ୍ଜି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ହିଁ କିଶୋର, ଯୋଗେଶ୍ୱର ଏବଂ କୁନ୍ଦରଙ୍କ ମୃତ୍ୟୁ ଘଟିଥିଲା। ଖବର ପାଇ ବଙ୍ଗେ।ମୁଣ୍ଡା ଓ ସିନ୍ଧେକେଲା ଥାନା ପୋଲିସ୍ ଘଟନା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos