ଆଜି ରାଜ୍ୟକୁ ଆସିବ ୨ ଲକ୍ଷ କରୋନା ସଂଜୀବନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜି ରାଜ୍ୟକୁ ଆସିବ ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା।  ଏବେ ୩.୧ ଲକ୍ଷ କୋଭିସିଲ୍ଡ ଟିକା ରାଜ୍ୟରେ ମହଜୁଦ ଅଛି । ଟିକା ଆସିବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ଭ୍ୟାକ୍ସିନେସନ ସ୍ୱାଭାବିକ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।  ଗତକାଲି ରାଜ୍ୟର ୪୨୭ କେନ୍ଦ୍ରରେ ଟିକାକରଣ କରାଯାଇଛି । ମୋଟ ୫୬ ହଜାର ଡୋଜ ଦିଆଯାଇଛି । ଆଜି ସେହି ୪୨୭ କେନ୍ଦ୍ରରେ ଟିକାକରଣ ଜାରି ରହିଛି  […]

Covid Vaccine

Covid Vaccine

Tapas Behera
  • Published: Sunday, 18 April 2021
  • Updated: 18 April 2021, 03:58 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆଜି ରାଜ୍ୟକୁ ଆସିବ ୨ ଲକ୍ଷ ଡୋଜ୍ କୋଭିସିଲ୍ଡ ଟିକା।  ଏବେ ୩.୧ ଲକ୍ଷ କୋଭିସିଲ୍ଡ ଟିକା ରାଜ୍ୟରେ ମହଜୁଦ ଅଛି । ଟିକା ଆସିବା ପରେ ଆସନ୍ତାକାଲିଠାରୁ ରାଜ୍ୟରେ ଭ୍ୟାକ୍ସିନେସନ ସ୍ୱାଭାବିକ ହେବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ।  ଗତକାଲି ରାଜ୍ୟର ୪୨୭ କେନ୍ଦ୍ରରେ ଟିକାକରଣ କରାଯାଇଛି ।

ମୋଟ ୫୬ ହଜାର ଡୋଜ ଦିଆଯାଇଛି । ଆଜି ସେହି ୪୨୭ କେନ୍ଦ୍ରରେ ଟିକାକରଣ ଜାରି ରହିଛି  । ଏବେ ପାଖାପାଖି ହଜାରେ ଟିକାକରଣ କେନ୍ଦ୍ର ବନ୍ଦ ରହିଛି।  ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ ଟିକାକରଣ ବନ୍ଦ ଅଛି । ଆଜି ଟିକା ଆସିବା ପରେ ଆସନ୍ତାକାଲିଠାରୁ ଟିକାକରଣ ସ୍ୱାଭାବିକ ହେବ।  କିନ୍ତୁ ଯେତିକି ଟିକା ଅଛି ତାହା ମଧ୍ୟ ଦୁଇ ତିନି ଦିନ ଯିବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ସୂଚନାଯୋଗ୍ୟ, ଟିକାର ଅଭାବକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ତୁରନ୍ତ ଓଡ଼ିଶାକୁ ୨୫ଲକ୍ଷ କୋଭିଡ୍ ଟିକା ପଠାଇବାକୁ ଅନୁରୋଧ କରିବା ସହ କୋଭିଡ୍ ଟିକାକୁ ଖୋଲାବଜାରରେ ଉପଲବ୍ଧ କରାଯାଉ ଏବଂ ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦିଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ ।
ପୂର୍ବରୁ ମଧ୍ୟ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ହର୍ଷବର୍ଦ୍ଧନଙ୍କୁ ୩ଥର ଚିଠି ଲେଖି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଟିକା ପଠାଇବାକୁ ଅନୁରୋଧ କରିଥିଲେ।

ଅନ୍ୟପକ୍ଷରେ ରାଜ୍ୟରେ ଦୈନିକ ସଂକ୍ରମଣ ୪୦୦୦ ମୁହାଁ ହେବାକୁ ବସିଲାଣି। ଗତ ୨୪ ଘଣ୍ଟାରେ ୩୬୬୪ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୧୨୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୫୩୭ଟି ହେଉଛି ଲୋକାଲ୍‌ କେସ୍‌। ସେହିପରି କରୋନାରେ ଆକ୍ରାନ୍ତ ହୋଇ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story