ଆଜି କ୍ୟାବିନେଟ ବୈଠକ; ବଢ଼ିପାରେ ବିଧାୟକଙ୍କ ଭତ୍ତା

Ordigital Desk
  • Published: Friday, 27 April 2018
  • , Updated: 27 April 2018, 09:55 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅପରାହ୍ନରେ ଏହି ବୈଠକ ବସିବ। ପାଞ୍ଚଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିପାରେ। ବିଧାୟକମାନଙ୍କୁ ମିଳୁଥିବା ବିଭିନ୍ନ ଭତ୍ତା ରାଶି ସରକାର ବଢ଼ାଇ ପାରନ୍ତି। ନିର୍ଦ୍ଦିଷ୍ଟ କେଉଁ କେଉଁ ଭତ୍ତା ବଢ଼ିବ, ତାହା ଜଣାପଡ଼ି ନ ଥିଲେ ମଧ୍ୟ ଏହା ବର୍ତ୍ତମାନ ପରିପ୍ରେକ୍ଷୀରେ ଅତ୍ୟନ୍ତ ଗୁରୁତ୍ୱ ବୋଲି ବିବେଚନା କରାଯାଉଛି। ଏଥିସହ ସମବାୟ ଆଇନ୍ ସଂଶୋଧନ ଓ ବେଲପାହାଡ଼ରେ ଏକ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡରକୁ କ୍ୟାବିନେଟର ମଞ୍ଜୁରୀ ମିଳିପାରେ।</p>

Related story