ହୋଇପାରେ ଝଡ଼ବର୍ଷା, ୯ଟି ଜିଲ୍ଲାକୁ ସାଢ଼େ ୯ ଯାଏଁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ବର୍ଷା ପାଇଁ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ୯ ଜିଲ୍ଲାକୁ ସକାଳ ସାଢ଼େ ୯ ଯାଏଁ ସତର୍କ ରଖିବା ପାଇଁ ପରାମର୍ଶ  ଦିଆଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ବୌଦ୍ଧ, ବରଗଡ଼, ସୋନପୁର, କନ୍ଧମାଳ ଓ ରାୟଗଡ଼ା। ଏହି ସମୟରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି।

rain

Rakesh Mallick
  • Published: Thursday, 31 May 2018
  • , Updated: 31 May 2018, 08:04 AM IST

Related story