ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର: ଆଜିଠାରୁ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉଛି। ପ୍ରଥମ ଦିନରେ ଇଂରାଜୀ ପେପର-୧ ପରୀକ୍ଷା ହେବ। ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ସରିଛି। ପରୀକ୍ଷା ପାଇଁ ଆଇସିଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷା ଖାତା ଦିଆଯାଇଥିଲା। ୧୫ ମିନିଟ୍‌ର ଅଧୟନ ପରେ ୧୧ଟାରୁ ଛାତ୍ରଛାତ୍ରୀମାନେ ଖାତାରେ ଉତ୍ତର ଲେଖିବା ଆରମ୍ଭ କରିଥିଲେ।

Students

Rakesh Mallick
  • Published: Friday, 10 March 2017
  • , Updated: 10 March 2017, 01:20 PM IST

ଭୁବନେଶ୍ୱର: ଆଜିଠାରୁ ଆଇସିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଆରମ୍ଭ ହେଉଛି। ପ୍ରଥମ ଦିନରେ ଇଂରାଜୀ ପେପର-୧ ପରୀକ୍ଷା ହେବ। ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ଗୋଟାଏରେ ସରିଛି।

ପରୀକ୍ଷା ପାଇଁ ଆଇସିଏସ୍‌ଇ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପରୀକ୍ଷାର ୧୫ ମିନିଟ୍‌ ପୂର୍ବରୁ ପରୀକ୍ଷା ଖାତା ଦିଆଯାଇଥିଲା। ୧୫ ମିନିଟ୍‌ର ଅଧୟନ ପରେ ୧୧ଟାରୁ ଛାତ୍ରଛାତ୍ରୀମାନେ ଖାତାରେ ଉତ୍ତର ଲେଖିବା ଆରମ୍ଭ କରିଥିଲେ।

Related story