ଆଜି ମଦର୍ସ ଡେ’:ବାଲୁକା କଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

<p>ଭୁବନେଶ୍ୱର/ପୁରୀ: ଆଜି ହେଉଛି ମଦର୍ସ ଡେ&rsquo;।&nbsp; ମାଆ ପାଇଁ ଦିନ ଟିଏ। ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ ରହିଛି। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।&nbsp; ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ତପସ୍ୟା, ଅବଦାନ, ବଳିଦାନକୁ ସମ୍ମାନ ଦେବାକୁ ଆଜିର ଦିନକୁ ମଦର୍ସ ଡେ&rsquo; ଭାବେ ପାଳନ କରାଯାଏ।&nbsp; ପ୍ରତିବର୍ଷ ମେ&rsquo; ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ&rsquo; ଭାବେ ପାଳନ କରାଯାଏ।</p> <p>ଏହି ଅବସରରେ ପୁରୀ ବେଳାଭୁମିରେ ଏକ ବାଲୁକା କଳା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।&nbsp; ଏକ ନାଲି ରଙ୍ଗର ହୃଦୟ ଭିତରେ ନିଜ ଶିଶୁକୁ କିଭଳି ମାଆ ଯତ୍ନର ସହ ଧରି ଶୋଇଛି ତାକୁ ବାଲୁକା କଳା ମାଧ୍ୟମରେ କରି ଦେଖାଇଛନ୍ତି ସେ।&nbsp; ଏହାସହ ବାଲୁକା କଳା ମାଧ୍ୟମରେ ସେ ମାତୃ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।</p>

Ordigital Desk
  • Published: Sunday, 13 May 2018
  • Updated: 13 May 2018, 08:10 AM IST

Sports

Latest News

<p>ଭୁବନେଶ୍ୱର/ପୁରୀ: ଆଜି ହେଉଛି ମଦର୍ସ ଡେ&rsquo;।&nbsp; ମାଆ ପାଇଁ ଦିନ ଟିଏ। ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ। ମାଆ ପାଇଁ ଆମ ସମସ୍ତଙ୍କ ଅସ୍ତିତ୍ୱ ରହିଛି। ସମସ୍ତଙ୍କ ଜୀବନରେ ମାଆର ମହତ୍ତ୍ୱ ଓ ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ।&nbsp; ମାଆର ବାତ୍ସଲ୍ୟ ମମତା, ତ୍ୟାଗ, ତପସ୍ୟା, ଅବଦାନ, ବଳିଦାନକୁ ସମ୍ମାନ ଦେବାକୁ ଆଜିର ଦିନକୁ ମଦର୍ସ ଡେ&rsquo; ଭାବେ ପାଳନ କରାଯାଏ।&nbsp; ପ୍ରତିବର୍ଷ ମେ&rsquo; ମାସର ଦ୍ୱିତୀୟ ରବିବାରକୁ ମଦର୍ସ ଡେ&rsquo; ଭାବେ ପାଳନ କରାଯାଏ।</p><p>ଏହି ଅବସରରେ ପୁରୀ ବେଳାଭୁମିରେ ଏକ ବାଲୁକା କଳା କରିଛନ୍ତି ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ।&nbsp; ଏକ ନାଲି ରଙ୍ଗର ହୃଦୟ ଭିତରେ ନିଜ ଶିଶୁକୁ କିଭଳି ମାଆ ଯତ୍ନର ସହ ଧରି ଶୋଇଛି ତାକୁ ବାଲୁକା କଳା ମାଧ୍ୟମରେ କରି ଦେଖାଇଛନ୍ତି ସେ।&nbsp; ଏହାସହ ବାଲୁକା କଳା ମାଧ୍ୟମରେ ସେ ମାତୃ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos