ଆଜି ନାଇଜର ପରୀକ୍ଷା: ଓଡ଼ିଶାରୁ ଦେବେ ୧୬,୦୯୩ ଛାତ୍ରଛାତ୍ରୀ

ଭୁବନେଶ୍ୱର: ନାଇଜରରେ ପଢିବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ହେବ।  ଏଥିପାଇଁ ଦେଶର ୫୯ଟି ସହରରେ ୧୨୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତବର୍ଷ ୬୮ହଜାର ଆବେଦନକାରୀ ପରୀକ୍ଷା ଦେବେ।  ଓଡିଶାରୁ ୧୬୦୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।  ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରେ  ୮୩୯୨ଜଣ ପରୀକ୍ଷାର୍ଥୀ ରହିଛନ୍ତି। ଏଥପାଇଁ ଭୁବନେଶ୍ୱରରେ ୧୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।  ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ବଲାଙ୍ଗିର, କୋରାପୁଟ, ସମ୍ବଲପୁର ଓ ରାଉରକେଲାରେ ମଧ୍ୟ ପରୀକ୍ଷା ହେବ। ସକାଳ ୧୦ଟାରୁ ପରୀକ୍ଷା […]

exam student

Rakesh Mallick
  • Published: Saturday, 27 May 2017
  • , Updated: 27 May 2017, 07:54 AM IST

ଭୁବନେଶ୍ୱର: ନାଇଜରରେ ପଢିବା ପାଇଁ ଆଜି ପ୍ରବେଶିକା ପରୀକ୍ଷା ହେବ।  ଏଥିପାଇଁ ଦେଶର ୫୯ଟି ସହରରେ ୧୨୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ଚଳିତବର୍ଷ ୬୮ହଜାର ଆବେଦନକାରୀ ପରୀକ୍ଷା ଦେବେ।  ଓଡିଶାରୁ ୧୬୦୯୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।  ସେମାନଙ୍କ ମଧ୍ୟରୁ ଭୁବନେଶ୍ୱରରେ  ୮୩୯୨ଜଣ ପରୀକ୍ଷାର୍ଥୀ ରହିଛନ୍ତି।

ଏଥପାଇଁ ଭୁବନେଶ୍ୱରରେ ୧୬ଟି ପରୀକ୍ଷା କେନ୍ଦ୍ର କରାଯାଇଛି।  ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ବଲାଙ୍ଗିର, କୋରାପୁଟ, ସମ୍ବଲପୁର ଓ ରାଉରକେଲାରେ ମଧ୍ୟ ପରୀକ୍ଷା ହେବ।

ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହୋଇ ଅପରାହ୍ନ ୧ଟାରେ ଶେଷ ହେବ।  ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

 

Related story