କାଲି ପ୍ରକାଶ ପାଇବ ସିବିଏସ୍‌ଇ ପରୀକ୍ଷାଫଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏଜୁକେସନ (CBSE) ର ଦଶମ ଶ୍ରେଣୀ ପରୀକ୍ଷାଫଳ। ପରୀକ୍ଷା ଫଳ CBSEର ୱେବସାଇଟ୍‌ cbse.nic.in ରେ ଉପଲବ୍ଧ ହେବ। ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୂପ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ପରୀକ୍ଷାର୍ଥୀମାନେ cbse.examresults.net କିମ୍ବା cbse.nic.inରେ ନିଜର ଫଳାଫଳ ଦେଖିପାରିବେ। ଗତ ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ୍ ୧୪ ଯାଏଁ ଏହି ପରୀକ୍ଷା ହୋଇଥିଲା। ଦେଶବ୍ୟାପୀ ୧୬ ଲକ୍ଷରୁ ଅଧିକ […]

600032-cbse-result-10

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 06:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଏଜୁକେସନ (CBSE) ର ଦଶମ ଶ୍ରେଣୀ ପରୀକ୍ଷାଫଳ। ପରୀକ୍ଷା ଫଳ CBSEର ୱେବସାଇଟ୍‌ cbse.nic.in ରେ ଉପଲବ୍ଧ ହେବ। ବିଭାଗୀୟ କେନ୍ଦ୍ର ସଚିବ ଅନିଲ ସ୍ୱରୂପ ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି। ପରୀକ୍ଷାର୍ଥୀମାନେ cbse.examresults.net କିମ୍ବା cbse.nic.inରେ ନିଜର ଫଳାଫଳ ଦେଖିପାରିବେ।

ଗତ ମାର୍ଚ୍ଚ ୫ ତାରିଖରୁ ଏପ୍ରିଲ୍ ୧୪ ଯାଏଁ ଏହି ପରୀକ୍ଷା ହୋଇଥିଲା। ଦେଶବ୍ୟାପୀ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଛନ୍ତି।

Related story