ଆସନ୍ତାକାଲି ରାଜ୍ୟ କ୍ୟାବିନେଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୯ଟା ୪୫ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ଆଜି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ମନ୍ତ୍ରୀମାନଙ୍କୁ ସିଧାସଳଖ ଫୋନ୍ ଯୋଗେ ସୂଚନା ଦିଆଯାଇଛି। କ୍ୟାବିନେଟରେ ଆଲୋଚନା ହେବାକୁ ଥିବା ପ୍ରସ୍ତାବଗୁଡ଼ିକ ଆସନ୍ତାକାଲି ବୈଠକ ସମୟରେ ଟେବୁଲ ଉପରେ ଦିଆଯିବ ବୋଲି ଜଣାପଡ଼ିଛି। ବିଧାନସଭା ଅଧିବେଶନ ଥିବାରୁ କ୍ୟାବିନେଟ୍ […]

lokseva-bhawan-1

Tapas Behera
  • Published: Sunday, 16 February 2020
  • , Updated: 17 February 2020, 08:23 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆସନ୍ତାକାଲି ପୂର୍ବାହ୍ନ ୯ଟା ୪୫ମିନିଟରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ଉପସ୍ଥିତ ରହିବା ପାଇଁ ଆଜି ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ସମସ୍ତ ମନ୍ତ୍ରୀମାନଙ୍କୁ ସିଧାସଳଖ ଫୋନ୍ ଯୋଗେ ସୂଚନା ଦିଆଯାଇଛି। କ୍ୟାବିନେଟରେ ଆଲୋଚନା ହେବାକୁ ଥିବା ପ୍ରସ୍ତାବଗୁଡ଼ିକ ଆସନ୍ତାକାଲି ବୈଠକ ସମୟରେ ଟେବୁଲ ଉପରେ ଦିଆଯିବ ବୋଲି ଜଣାପଡ଼ିଛି। ବିଧାନସଭା ଅଧିବେଶନ ଥିବାରୁ କ୍ୟାବିନେଟ୍ ବୈଠକକୁ ସକାଳେ ରଖାଯାଇଥିବା ସୂଚନା ମିଳିଛି।

Related story