ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଉପରାଷ୍ଟ୍ରପତି, ପୋଲିସର କାରକେଡ୍‌ ପ୍ରସ୍ତୁତି

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ।  ଭେଙ୍କେୟାଙ୍କ ଓଡିଶା ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ଆଜି କାରକେଡ ରିହଲସଲ କରିଛି । ଭୁବନେଶ୍ୱର ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ଓ ସେଠାରୁ କିଟ୍ ପଯର୍ୟନ୍ତ କାରକେଡ ରିହରସାଲ କରାଯାଇଥିଲା। ଆସନ୍ତାକାଲି ଉପରାଷ୍ଟ୍ରପତି ଭୁବନେଶ୍ୱର ଆସିବେ । ସେଠାରୁ ସେ ସିଧା ରାଜଭବନକୁ ଯାଇ ରାତ୍ରୀଯାପନ କରିବେ। ତା’ ପରଦିନ କିଟ୍ କାର୍ଯ୍ୟକ୍ରମରେ ଯୋଗଦେବେ। ଏହି କାର୍ଯକ୍ରମର ସମାପନ ପରେ ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ […]

VENKAIAHNAIDU

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 10:45 PM IST

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର ଆସୁଛନ୍ତି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ।  ଭେଙ୍କେୟାଙ୍କ ଓଡିଶା ଗସ୍ତ ପୂର୍ବରୁ କମିଶନରେଟ ପୋଲିସ ଆଜି କାରକେଡ ରିହଲସଲ କରିଛି । ଭୁବନେଶ୍ୱର ଏୟାରପୋର୍ଟରୁ ଗଭର୍ଣ୍ଣର ହାଉସ ଓ ସେଠାରୁ କିଟ୍ ପଯର୍ୟନ୍ତ କାରକେଡ ରିହରସାଲ କରାଯାଇଥିଲା। ଆସନ୍ତାକାଲି ଉପରାଷ୍ଟ୍ରପତି ଭୁବନେଶ୍ୱର ଆସିବେ । ସେଠାରୁ ସେ ସିଧା ରାଜଭବନକୁ ଯାଇ ରାତ୍ରୀଯାପନ କରିବେ। ତା’ ପରଦିନ କିଟ୍ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହି କାର୍ଯକ୍ରମର ସମାପନ ପରେ ଉପରାଷ୍ଟ୍ରପତି ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀ ଫେରିଯିବାର କାର୍ଯ୍ୟକ୍ରମ ରହିଛି।  ଏଥିପାଇଁ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ମୋଟ ୧୯ ଫ୍ଲାଟୁନ ଫୋର୍ସ ମୁତୟନ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Related story