ଟ୍ରାକ୍ଟର ଧକ୍କାରେ ୩ ଯୁବକ ମୃତ,ଡ୍ରାଇଭର ଫେରାର

tracterଘୁ.ଉଦୟଗିରି: ଘୁ.ଉଦୟଗିରି ନିଟକସ୍ଥ କତିଙ୍ଗିଆର ତ୍ରପା ଘାଟି ନିକଟରେ ଟ୍ରାକ୍ଟର ଧକ୍କାରେ ଗୋଟିଏ ବାଇକରେ ଯାଉଥିବା ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ଘର ଟିଆଙ୍ଗିଆର ବୁଡେଡିପାଡାର ବୋଲି ଜଣାପଡିଛି। ଟ୍ରାକ୍ଟର ଧକ୍କାରେ ୩ ମୃତକଙ୍କ ନାମ ହେଉଛି କଛପ ପ୍ରଧାନ(୨୦), ଶଶିକାନ୍ତ ପ୍ରଧାନ(୨୨) ଓ ପ୍ରବୀଣ ପ୍ରଧାନ(୨୦)।

ସୂଚନାଯୋଗ୍ୟ ଏହି ତିନି ଯୁବକ ଗୋଟିଏ ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ବାଇକଟି ଦୁର୍ଘଟଣାଗସ୍ତ ହୋଇଥିଲା। ଏଥିରେ ବାଇକରେ ଥିବା ତିନିଜଣ ଯୁବକମାନେ ଏଣେ ତେଣେ ଛିଡିକି ପିଡିଥିବାବେଳେ ଘଟଣାସ୍ଥଳରେ ବାଇକଟି ପୋଡି ଯାଇଛି। ଅନ୍ୟପକ୍ଷରେ ଟ୍ରାକ୍ଟରକୁ ଛାଡି ଡ୍ରାଇଭର ଫେରାର ହୋଇଯାଇଛି।

ଖବର ପାଇ ଘଉ ଉଦୟଗିରି ପୋଲିସ ପହଞ୍ଚି ୩ ଯୁବକଙ୍କୁ ନିକଟସ୍ଥ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ

ଏଥର ଓଡ଼ିଶା ବାହାରେ ହେବ OJEE ପରୀକ୍ଷା କେନ୍ଦ୍ର

ଦିଲ୍ଲୀପ ବିଶୋୟୀ ହେବେ ରାଜ୍ୟ ସୂଚନା କମିଶନର!

ଯୁକ୍ତ ଦୁଇ ବିଜ୍ଞାନରେ ମୋଟ ୭ ପିଲା, ଜଣେ ଫର୍ମ ଫିଲପ୍ କରି ପରୀକ୍ଷା ଦେଲେନି-ଜିରୋ ରେଜଲ୍ଟ

ଆରୋଗ୍ୟ ହେଲେ ୧୪୨୨ କରୋନା ଆକ୍ରାନ୍ତ

ସ୍ୱତନ୍ତ୍ର ସଚିବ ଅଜୟ ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

ଆଳିପିଙ୍ଗଳ ଜେଲରେ ୨୧ ବନ୍ଦୀଙ୍କୁ କରୋନା

ଅଗଷ୍ଟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୧୦୫ ଲୋକାଲ୍‌ କେସ

ସ୍ୱାଧୀନତା ଦିବସରେ ସ୍କୁଲକୁ ଆସିବେନି ଛାତ୍ରଛାତ୍ରୀ

ନିଜେ ଲିଭି ୬ ଜଣଙ୍କ ଜୀବନ ଦୀପ ଜଳାଇଥିଲେ, ସୂରଜଙ୍କ ନାଁରେ ଆରମ୍ଭ ହେଲା ସ୍ୱର୍ଣ୍ଣିମ ଅଧ୍ୟାୟ

ପିଇଓଙ୍କୁ ଅଟକ ରଖିଲେ ଲୋକ, ଗାଁରେ ପହଞ୍ଚିଲେ ବିଡିଓ

ବ୍ରହ୍ମପୁରରେ ୩୧% ଲୋକଙ୍କଠାରେ ଆଣ୍ଟିବଡ଼ି ବିକଶିତ ହୋଇଛି: ଡାକ୍ତର ସଂଘମିତ୍ରା ପତି