ପୋଲ ତଳକୁ ଓଲଟି ପଡ଼ିଲା ଟ୍ରାକ୍ଟର; ଡ୍ରାଇଭର ମୃତ, ହେଲପର ଗୁରୁତର

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ସାନହୁଲା ନିକଟରେ ଏକ ଟ୍ରାକ୍ଟରଟି ପୋଲ ତଳକୁ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବରପାଲି ଅଞ୍ଚଳର ହାଡ଼ିବନ୍ଧୁ ନାଏକ। ହେଲପରଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହାଡ଼ିବନ୍ଧୁ ଆଜି ଟ୍ରାକ୍ଟରରେ କୋଇଲା ନେଇ ଯିବା ସମୟରେ ସାନହୁଲା ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି […]

nnnnnnnnnnnnnnnnnnnn

Tapaswini Nayak
  • Published: Saturday, 13 April 2019
  • , Updated: 13 April 2019, 02:24 PM IST

ଅନୁଗୋଳ(ବିରଜା ପ୍ରସାଦ ଦାଶ): ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅନ୍ତର୍ଗତ ସାନହୁଲା ନିକଟରେ ଏକ ଟ୍ରାକ୍ଟରଟି ପୋଲ ତଳକୁ ଓଲଟି ପଡ଼ିଛି। ଏଥିରେ ଡ୍ରାଇଭଙ୍କ ମୃତ୍ୟୁ ଘଟିଥିବା ବେଳେ ହେଲପର ଗୁରତର ଆହତ ହୋଇଛନ୍ତି। ମୃତକ ଜଣଙ୍କ ହେଲେ ବରପାଲି ଅଞ୍ଚଳର ହାଡ଼ିବନ୍ଧୁ ନାଏକ। ହେଲପରଙ୍କ ପରିଚୟ ମିଳିପାରି ନାହିଁ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ହାଡ଼ିବନ୍ଧୁ ଆଜି ଟ୍ରାକ୍ଟରରେ କୋଇଲା ନେଇ ଯିବା ସମୟରେ ସାନହୁଲା ନିକଟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟି ପଡ଼ିଥିଲା। ଫଳରେ ହେଲପର ଓ ଡ୍ରାଇଭର କୋଇଲା ତଳେ ଚାପି ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ କୋଇଲା ତଳୁ ଉଦ୍ଧାର କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Related story