ତ୍ରାହି ଅଚ୍ୟୁତ ଆଶ୍ରମର ମୂଲ୍ୟ ୨୦ କୋଟି ୬୬ ଲକ୍ଷ

କଟକ: ଝିଇଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୂଲ୍ୟାୟନ ହୋଇଛି। ଏଠାରେ ଥିବା ମନ୍ଦିର, ପୋଥିଘର ଓ ଗୋଶାଳାର ମୂଲ୍ୟ ୨୦ କୋଟି ୬୬ ଲକ୍ଷ ଟଙ୍କା ବୋଲି ନିର୍ଦ୍ଧାରଣ କରାଯାଇଛି। ପୂର୍ତ୍ତ ବିଭାଗ, ପ୍ରତ୍ନତତ୍ତ୍ବ ବିଭାଗ ଓ କ୍ରାଇମବ୍ରାଞ୍ଚ୍ ମିଳିତ ଭାବେ ଏହି ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ସେପଟେ ସୁର ବାବାଙ୍କ ଦେଶର ବିଭିନ୍ନ ସ୍ଥାନରେ ୯୧ ଏକର ଜମି ଠାବ କରାଯାଇଛି। ଜମିଜମା ରେକର୍ଡ ଯାଞ୍ଚ୍ କରାଯାଉଥିବାରୁ ପରେ ଏହି ପରିମାଣ ଆହୁରି […]

sura

sura

Rakesh Mallick
  • Published: Saturday, 12 September 2015
  • Updated: 12 September 2015, 01:56 PM IST

Sports

Latest News

କଟକ: ଝିଇଣ୍ଟି ଶାସନସ୍ଥିତ ତ୍ରାହି ଅଚ୍ୟୁତ ଆଶ୍ରମର ମୂଲ୍ୟାୟନ ହୋଇଛି। ଏଠାରେ ଥିବା ମନ୍ଦିର, ପୋଥିଘର ଓ ଗୋଶାଳାର ମୂଲ୍ୟ ୨୦ କୋଟି ୬୬ ଲକ୍ଷ ଟଙ୍କା ବୋଲି ନିର୍ଦ୍ଧାରଣ କରାଯାଇଛି। ପୂର୍ତ୍ତ ବିଭାଗ, ପ୍ରତ୍ନତତ୍ତ୍ବ ବିଭାଗ ଓ କ୍ରାଇମବ୍ରାଞ୍ଚ୍ ମିଳିତ ଭାବେ ଏହି ସମ୍ପତ୍ତିର ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି। ସେପଟେ ସୁର ବାବାଙ୍କ ଦେଶର ବିଭିନ୍ନ ସ୍ଥାନରେ ୯୧ ଏକର ଜମି ଠାବ କରାଯାଇଛି। ଜମିଜମା ରେକର୍ଡ ଯାଞ୍ଚ୍ କରାଯାଉଥିବାରୁ ପରେ ଏହି ପରିମାଣ ଆହୁରି ବଢ଼ିବା ଅନୁମାନ କରାଯାଉଛି। ସୁର ବାବାଙ୍କ ଜମିଜମା ସମ୍ପର୍କରେ ତଥ୍ୟ ହାସଲ ପାଇଁ କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ କେନ୍ଦ୍ରାପଡ଼ା ଓ କାକଟପୁରକୁ ଯାଇ ଯାଞ୍ଚ୍ କରୁଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story