ତ୍ରାହି ଅଚ୍ୟୁତ ଆଶ୍ରମରେ ବେଆଇନ ଘର ଓ ମନ୍ଦିର ନିର୍ମାଣ ପ୍ରସଙ୍ଗ: ମାମଲା ରୁଜୁ ଲାଗି ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ତ୍ରାହି ଅଚ୍ୟୁତ ଆଶ୍ରମରେ ବେଆଇନ ଘର ଓ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମାମଲା ରୁଜୁ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ସୁର ମିଶ୍ରଙ୍କ ସମେତ ୩୮ଜଣଙ୍କ ବିରୋଧରେ ନୋଟିସ୍ ଦିଆଯିବ। ବିଡିଏର ଓଡ଼ିଶା ଡେଭେଲପମେଣ୍ଟ ଅଥରିଟି କୋର୍ଟ ଏହି ନୋଟିସ୍ ଜାରି କରିବେ। ୭ଦିନ ମଧ୍ୟରେ ନୋଟିସ୍ ଜାରି କରାଯିବ। ତଦନ୍ତ ବେଳେ ସୁର ବାବାଙ୍କ ଆଶ୍ରମରେ ଶହେରୁ ଅଧିକ ଘର ଓ କିଛି ମନ୍ଦିର ବେଆଇନ୍ ଭାବେ ନିର୍ମାଣ କରାଯାଇଥିବା ନଜରକୁ ଆସିଥିଲା।

sura

Rakesh Mallick
  • Published: Thursday, 08 October 2015
  • , Updated: 08 October 2015, 09:51 AM IST

Related story