ମାଓବାଦୀ ନାଁରେ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ଶୋଭାଯାତ୍ରା

ମୁନିଗୁଡ଼ା(ଓଡ଼ିଶା ରିପୋର୍ଟର):ମାଓବାଦୀ ନାଁରେ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ଶୋଭାଯାତ୍ରା। ସୁରକ୍ଷା ସମିତି ସଭ୍ୟ ଦାଧି କାଡ୍ରାକାଙ୍କୁ ମାଓବାଦୀ କେସରେ ମୁନିଗୁଡା ପୁଲିସ ଗିରଫ କରିବା ପ୍ରତିବାଦରେ ଆଜି ମୁନିଗୁଡାଠାରେ ଶତାଧିକ ଡଙ୍ଗରିଆ ବିକ୍ଷୋଭ କରିଛନ୍ତି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରାରେ ଆସି ଥାନା ଆଗରେ ବିକ୍ଷୋଭ କରିଛନ୍ତି । ପରେ ସ୍ଥାନୀୟ ଏସଡିପିଓ ଚନ୍ଦ୍ରଶେଖର ହୋତାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ମୁନିଖୋଲ ହାଟପଦାରୁ ଲିଙ୍ଗରାଜ ଅଜାଦଙ୍କ ନେତୃତ୍ୱରେ ଉକ୍ତ ଶୋଭାଯାତ୍ରା ବାହାରି […]

m-99

m-99

Tapas Behera
  • Published: Monday, 27 May 2019
  • Updated: 27 May 2019, 05:05 PM IST

Sports

Latest News

ମୁନିଗୁଡ଼ା(ଓଡ଼ିଶା ରିପୋର୍ଟର):ମାଓବାଦୀ ନାଁରେ ଆଦିବାସୀଙ୍କୁ ଗିରଫ ପ୍ରତିବାଦରେ ଡଙ୍ଗରିଆଙ୍କ ଶୋଭାଯାତ୍ରା। ସୁରକ୍ଷା ସମିତି ସଭ୍ୟ ଦାଧି କାଡ୍ରାକାଙ୍କୁ ମାଓବାଦୀ କେସରେ ମୁନିଗୁଡା ପୁଲିସ ଗିରଫ କରିବା ପ୍ରତିବାଦରେ ଆଜି ମୁନିଗୁଡାଠାରେ ଶତାଧିକ ଡଙ୍ଗରିଆ ବିକ୍ଷୋଭ କରିଛନ୍ତି। ପାରମ୍ପରିକ ଅସ୍ତ୍ରଶସ୍ତ୍ର ସହ ଶୋଭାଯାତ୍ରାରେ ଆସି ଥାନା ଆଗରେ ବିକ୍ଷୋଭ କରିଛନ୍ତି ।

ପରେ ସ୍ଥାନୀୟ ଏସଡିପିଓ ଚନ୍ଦ୍ରଶେଖର ହୋତାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସ୍ଥାନୀୟ ମୁନିଖୋଲ ହାଟପଦାରୁ ଲିଙ୍ଗରାଜ ଅଜାଦଙ୍କ ନେତୃତ୍ୱରେ ଉକ୍ତ ଶୋଭାଯାତ୍ରା ବାହାରି ଥିବା ବେଳେ ସେଥିରେ ପ୍ରଫୁଲ ସମନ୍ତରା, ନିୟମଗିରି ସୁରକ୍ଷା ସମିତି ସଭାପତି ଲଦ ସିକକା, ଦାଧି ପୁସିକା ପ୍ରମୁଖ ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story