ବଣ୍ଡା ଜନଜାତିଙ୍କୁ ଦେଉ ନଥିଲେ, ମିଡିଆ ଆସିବା ଜାଣି ବାଣ୍ଟିଲେ

ମାଲକାନଗିରି (ଓଡ଼ିଶା ରିପୋର୍ଟର) ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ଆସିଛି ସାଂଘାତିକ ଅଭିଯୋଗ।  କରୋନା କଟକଣା ଯୋଗୁଁ ସରକାର ଆଗୁଆ ଭତ୍ତା ଦେବା ପାଇଁ ଘୋଷଣା କରିଥିବା ବେଳେ ବଣ୍ଡାଘାଟିରେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି । ବଣ୍ଡାଘାଟିରେ ମାସ ମାସ ଧରି ଦିଆଯାଉନାହିଁ ବାର୍ଦ୍ଧକ୍ୟ ଭତ୍ତା।  ବିଶେଷ କରି ଅଣ୍ଡ୍ରାହାଲ ପଞ୍ଚାୟତର ଅନେକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏମିତିକି ଶହ ଶହ ବୃଦ୍ଧ ଓ ବୃଦ୍ଧାଙ୍କର ଭତ୍ତା ହଡପ […]

790

790

Tapas Behera
  • Published: Wednesday, 04 November 2020
  • Updated: 04 November 2020, 04:11 PM IST

Sports

Latest News

ମାଲକାନଗିରି (ଓଡ଼ିଶା ରିପୋର୍ଟର) ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ମାଲକାନଗିରି ଜିଲ୍ଲା ବଣ୍ଡାଘାଟିରୁ ଆସିଛି ସାଂଘାତିକ ଅଭିଯୋଗ।  କରୋନା କଟକଣା ଯୋଗୁଁ ସରକାର ଆଗୁଆ ଭତ୍ତା ଦେବା ପାଇଁ ଘୋଷଣା କରିଥିବା ବେଳେ ବଣ୍ଡାଘାଟିରେ କିନ୍ତୁ ଓଲଟା ଚିତ୍ର ଦେଖିବାକୁ ମିଳିଛି । ବଣ୍ଡାଘାଟିରେ ମାସ ମାସ ଧରି ଦିଆଯାଉନାହିଁ ବାର୍ଦ୍ଧକ୍ୟ ଭତ୍ତା।  ବିଶେଷ କରି ଅଣ୍ଡ୍ରାହାଲ ପଞ୍ଚାୟତର ଅନେକ ଗାଁରେ ଏଭଳି ଘଟଣା ଦେଖିବାକୁ ମିଳିଛି। ଏମିତିକି ଶହ ଶହ ବୃଦ୍ଧ ଓ ବୃଦ୍ଧାଙ୍କର ଭତ୍ତା ହଡପ ହୋଇଥିବା ଅଭିଯୋଗ ଆସିଛି।

ଭତ୍ତା ଟଙ୍କା ପାଇଁ ବାରମ୍ବାର ପଞ୍ଚାୟତ ଅଫିସ ଦୌଡି ଦୌଡି ନୟାନ୍ତ ହେଉଛନ୍ତି ଆଦିମ ଜନଜାତି । ପ୍ରତିମାସ ୧୫ ତାରିଖରେ ଭତ୍ତା ଟଙ୍କା ଦେବାର ନିୟମ ଥିବାବେଳେ ବଣ୍ଡାଘାଟିର ପ୍ରାୟ ୧୨ଟି ଗାଁରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଅଞ୍ଚଳବାସୀ । ତେବେ ଗଣମାଧ୍ୟମ ଯିବାର ସୂଚନା ପାଇ ଖଇରପୁଟ ବିଡିଓ ଏବଂ ତାଙ୍କ ଟିମ୍ ହଠାତ୍ ବଣ୍ଡାଘାଟିରେ ପହଞ୍ଚି ତରବରିଆ ଭାବେ ଲୋକଙ୍କୁ ଭତ୍ତା ଟଙ୍କା ଦେବାର ଦେଖିବାକୁ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story