ଥାନା ଅଧିକାରୀଙ୍କ ବଦଳି ପ୍ରତିବାଦରେ ୧୨ ଘଣ୍ଟିଆ ତିର୍ତ୍ତୋଲ ବନ୍ଦ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧିକାରୀ ଅଭିନବ ଡାଳୁଆଙ୍କୁ ବଦଳି ପ୍ରତିବାଦରେ ଆଜି ତିର୍ତ୍ତୋଲରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ତିର୍ତ୍ତୋଲ ସଚେତନ ନାଗରିକ ମଞ୍ଚ, ଜନଜାଗରଣ ମଞ୍ଚ, ବରିଷ୍ଠ ନାଗରିକ ମଞ୍ଚ ଓ ଆମ ପୋଲିସ୍ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ସହରର ସମସ୍ତ  ଦୋକାନ ବଜାର ବନ୍ଦ ରହିବା ସହ ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି।  ଶତାଧିକ ଲୋକ ମଟର ସାଇକେଲ ଶୋଭାଯାତ୍ରାରେ ସମଗ୍ର ଅଞ୍ଚଳରେ ବୁଲି ପ୍ରତିବାଦ ଜଣାଇଛନ୍ତି।

trital

Rakesh Mallick
  • Published: Sunday, 28 February 2016
  • , Updated: 28 February 2016, 10:54 AM IST

Related story