ଘାଟିରେ ୧୦୦ ଫୁଟ୍‌ ତଳକୁ ଖସିଲା ଟ୍ରକ୍‌, ୩ ମୃତ

ମୋହନା (ମିହିର ଜତି): ଘାଟିରେ ୧୦୦ ଫୁଟ୍‌ ତଳକୁ ଖସି ପଡ଼ିଲା ରିଲିଫ୍‌ ବୋଝେଇ ଟ୍ରକ୍‌। ଫଳରେ ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ଏମିତି ମର୍ମନ୍ତୁଦ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି। ପାରଳାଖେମୁଣ୍ଡିରୁ ଏକ ଟ୍ରକ୍‌ରେ ରିଲିଫ୍‌ ସାମଗ୍ରୀ ଧରି ମୋହନା ଅଭିମୁଖେ ଆସୁଥିଲା। ତେବେ ଟ୍ରକ୍‌ଟି ବାଦପୁର ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି […]

truck-accident-mohana

truck-accident-mohana

Manoranjan Sial
  • Published: Friday, 30 November 2018
  • Updated: 30 November 2018, 04:38 PM IST

Sports

Latest News

ମୋହନା (ମିହିର ଜତି): ଘାଟିରେ ୧୦୦ ଫୁଟ୍‌ ତଳକୁ ଖସି ପଡ଼ିଲା ରିଲିଫ୍‌ ବୋଝେଇ ଟ୍ରକ୍‌। ଫଳରେ ଚାଳକଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ଘଟିଛି। ଅଗ୍ନିଶମ କର୍ମଚାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଆଜି ଏମିତି ମର୍ମନ୍ତୁଦ ଦୁର୍ଘଟଣା ଗଜପତି ଜିଲ୍ଲାରେ ଘଟିଛି।

ପାରଳାଖେମୁଣ୍ଡିରୁ ଏକ ଟ୍ରକ୍‌ରେ ରିଲିଫ୍‌ ସାମଗ୍ରୀ ଧରି ମୋହନା ଅଭିମୁଖେ ଆସୁଥିଲା। ତେବେ ଟ୍ରକ୍‌ଟି ବାଦପୁର ଘାଟିରେ ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିଲା। ଫଳରେ ଟ୍ରକ୍‌ ଚାଳକ ନାରାୟଣ ରାଓ, ମାଲିକ କାଶୀନଗର ରାମା ରାଓ ଓ ମଳୟ ତ୍ରିପାଠୀଙ୍କ ମୃତ୍ୟୁ ଘଟିଥିଲା। ପୁଲିସ ଓ ଅଗ୍ନିଶମ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଘାଟର ୧୦୦ ଫୁଟ୍‌ ତଳକୁ ଖସି ପଡ଼ିଥିବାରୁ ଟ୍ରକ୍‌ଟି ଚୂର୍‌ମାର୍‌ ହୋଇଯାଇଛି।

https://youtu.be/sVqAR1yUva8

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story