ରାସ୍ତା ପାର ହେଉଥିବା ବେଳେ ବାପପୁଅଙ୍କୁ ପିଟି ଦେଲା ଟ୍ରକ୍‌

ରାଉରକେଲା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବାଲୁଘାଟ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବାପାପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ବୁନାଥ ସେଠୀ ଓ ମୁନା ସେଠୀ। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଏ ବାପପୁଅ ଯଥାକ୍ରମେ ଗୋଟିଏ ଟ୍ରକର ଡ୍ରାଇଭର ଓ ହେଲ୍‌ପର ଥିଲେ। ଗତକାଲି ରାତି  ପ୍ରାୟ ୧୨ଟା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଟ୍ରକ୍ ପାର୍କିଂ କରି ରାସ୍ତା ପାର ହେଉଥିବା […]

road1

road1

Jitendra Garnayak
  • Published: Saturday, 01 December 2018
  • Updated: 01 December 2018, 09:24 AM IST

Sports

Latest News

ରାଉରକେଲା (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ବାଲୁଘାଟ ପାଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବାପାପୁଅଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଶମ୍ବୁନାଥ ସେଠୀ ଓ ମୁନା ସେଠୀ।

ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଏ ବାପପୁଅ ଯଥାକ୍ରମେ ଗୋଟିଏ ଟ୍ରକର ଡ୍ରାଇଭର ଓ ହେଲ୍‌ପର ଥିଲେ।

ଗତକାଲି ରାତି  ପ୍ରାୟ ୧୨ଟା ବେଳେ ୧୪୩ ନମ୍ବର ଜାତୀୟ ରାଜପଥର ବାଲୁଘାଟ ନିକଟରେ ଟ୍ରକ୍ ପାର୍କିଂ କରି ରାସ୍ତା ପାର ହେଉଥିବା ବେଳେ ଆଉ ଏକ ଟ୍ରକ୍ ସେମାନଙ୍କୁ ପିଟି ଦେଇଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ଘଟିଥିଲା।

ଏ ଘଟଣାକୁ ନେଇ ଘଟଣାସ୍ଥଳରେ ରାସ୍ତାରୋକ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story