ଓଲଟି ପଡ଼ିଲା ରଙ୍ଗ ବୋଝେଇ ଟ୍ରକ୍‌

ଜୟପୁର (ଟି.ଗୌରୀଶଙ୍କର): ରଙ୍ଗ ବୋଝେଇ ଟ୍ରକ୍‌ ଓଲଟି ଜଣେ ମୃତ ଓ ଦୁଇ ଗୁରୁତର। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବରେ। ମୃତ ବ୍ୟକ୍ତି ହେଉଛନ୍ତି ଟ୍ରକ୍‌ର ହେଲ୍‌ପର। ଡ୍ରାଇଭର୍ ଓ ଟ୍ରକ୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅଛନ୍ତି। ଡ୍ରାଇଭରଙ୍କୁ କୋରାପୁଟ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତ ବ୍ୟକ୍ତିଙ୍କୁ ବୈପାରୀଗୁଡ଼ା ଡାକ୍ତରଖାନାରେ ରଖାଯାଇଛି। ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ପରିଚୟ ମିଳି ନଥିଲା। ଟ୍ରକ୍‌ଟି ମାଲକାନଗିରି ଅଭିମୁଖେ […]

truck

truck

Jitendra Garnayak
  • Published: Thursday, 06 December 2018
  • Updated: 06 December 2018, 12:15 PM IST

Sports

Latest News

ଜୟପୁର (ଟି.ଗୌରୀଶଙ୍କର): ରଙ୍ଗ ବୋଝେଇ ଟ୍ରକ୍‌ ଓଲଟି ଜଣେ ମୃତ ଓ ଦୁଇ ଗୁରୁତର। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଥାନା ଅନ୍ତର୍ଗତ ମନ୍ତ୍ରୀଆମ୍ବରେ। ମୃତ ବ୍ୟକ୍ତି ହେଉଛନ୍ତି ଟ୍ରକ୍‌ର ହେଲ୍‌ପର।

ଡ୍ରାଇଭର୍ ଓ ଟ୍ରକ୍‌ରେ ବସିଥିବା ଅନ୍ୟ ଜଣେ ବ୍ୟକ୍ତି ଗୁରୁତର ଅଛନ୍ତି। ଡ୍ରାଇଭରଙ୍କୁ କୋରାପୁଟ୍ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଆହତ ବ୍ୟକ୍ତିଙ୍କୁ ବୈପାରୀଗୁଡ଼ା ଡାକ୍ତରଖାନାରେ ରଖାଯାଇଛି।

ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ପରିଚୟ ମିଳି ନଥିଲା।

ଟ୍ରକ୍‌ଟି ମାଲକାନଗିରି ଅଭିମୁଖେ ଯାଉଥିଲା।

ଦୁର୍ଘଟଣା ପରେ ବିଏସ୍‌ଏଫ୍‌ର ୧୩ ବାଟାଲିୟନ ଯବାନମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ। ବୈପାରୀଗୁଡ଼ା ପୁଲିସ୍ ଘଟଣାର ତଦନ୍ତ କରୁଛି। ଟ୍ରକ୍‌ଟି କାହିଁକି ଓଲଟିଲା ଜଣାପଡ଼ିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story