ସତ୍ୟମେବ ଜୟତେ: ବୈଜୟନ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିକ ଆକ୍ରୋଶ ରଖି ହେଲିକପ୍ଟରକୁ ସିଜ୍ କରାଯିବା ଘଟଣାରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ(ଡିଜିସିଏ)ର କ୍ଲିନଚିଟ୍ ମିଳିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ ନିଜର ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, “ସତ୍ୟମେବ ଜୟତେ । Satyameva Jayate🙏🙏🙏 Total clean chit by DGCA on Odisha Govt's cooked up case against me & my helicopter flying, & sealing a hangar […]

3-25

3-25

Tapas Behera
  • Published: Friday, 26 October 2018
  • Updated: 26 October 2018, 08:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜନୀତିକ ଆକ୍ରୋଶ ରଖି ହେଲିକପ୍ଟରକୁ ସିଜ୍ କରାଯିବା ଘଟଣାରେ ବେସାମରିକ ବିମାନ ଚଳାଚଳ ପ୍ରାଧିକରଣ(ଡିଜିସିଏ)ର କ୍ଲିନଚିଟ୍ ମିଳିବା ପରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି । ସେ ନିଜର ଟ୍ୱିଟ୍ ଜରିଆରେ କହିଛନ୍ତି ଯେ, “ସତ୍ୟମେବ ଜୟତେ ।

https://twitter.com/PandaJay/status/1055814526267019264

ଓଡ଼ିଶା ସରକାର ଗତ ଦେଢ଼ ମାସ ଧରି ଭୁବନେଶ୍ୱର ବିମାନ ବନ୍ଦରରେ ଥିବା ତାଙ୍କ ହ୍ୟାଙ୍ଗର ଓ ହେଲିକପ୍ଟରକୁ ସିଲ୍ କରି ରଖିଛନ୍ତି । ତାଙ୍କ ବିରୁଦ୍ଧରେ କେସ୍ ମଧ୍ୟ ରୁଜୁ କରିଛନ୍ତି । ୩ଟି ହେଲିକପ୍ଟରକୁ ସିଲ୍ କରିଥିଲେ ମଧ୍ୟ ସେଥିରୁ ୨ଟି ବିରୁଦ୍ଧରେ କୌଣସି ଅଭିଯୋଗ ନାହିଁ । ଏହି ମାମଲାରେ ଡିଜିସିଏରୁ ସମ୍ପୂର୍ଣ୍ଣ କ୍ଲିନଚିଟ୍ ମିଳିଛି । ସତ୍ୟର ଜୟ ହୋଇଛି ।”

https://youtu.be/UyavyeEk8rg

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story