ତୁଳସୀ ଏସ୍‌ଏଚ୍‌ଜି ଜମାଖାତାରେ କଳାଟଙ୍କା ନେଣଦେଣ ହୋଇନି

କଟକ: ପଦ୍ମପୁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ଜମାଖାତାରେ କଳାଟଙ୍କା ନେଣଦେଣ ନେଇ ହୋଇଥିବା ଘଟଣାର ତଦନ୍ତ କମିଶନରେଟ୍‌ ପୋଲିସ ଆରମ୍ଭ କରିଛି। ଏ ନେଇ ଆଜି ଜଗତପୁର ଥାନା ପୋଲିସ୍‌ ଗୋପିନାଥପୁର ଷ୍ଟେଟ୍‌ବ୍ୟାଙ୍କ ଶାଖା ଅଧିକାରୀଙ୍କୁ ପଚରାଉଚରା କରିଛି। ପ୍ରଥମିକ ତଦନ୍ତରୁ ଆକାଉଣ୍ଟରୁ ଆକାଉଣ୍ଟକୁ ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି। ଯେହେତୁ ଆକାଉଣ୍ଟରୁ ଆକାଉଣ୍ଟକୁ ଟଙ୍କା ନେଣଦେଣ ହୋଇଛି ତେଣୁ କଳାଟଙ୍କା କାରବାର ହୋଇଥିବା ଜଣାପଡୁନାହିଁ ବୋଲି ପୋଲିସ୍‌ କହିଛି। ଗତକାଲି ପଦ୍ମପୁର ତୁଳସୀ ସ୍ୱୟଂ […]

shg-group

Rakesh Mallick
  • Published: Thursday, 29 December 2016
  • , Updated: 29 December 2016, 07:57 PM IST

କଟକ: ପଦ୍ମପୁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ଜମାଖାତାରେ କଳାଟଙ୍କା ନେଣଦେଣ ନେଇ ହୋଇଥିବା ଘଟଣାର ତଦନ୍ତ କମିଶନରେଟ୍‌ ପୋଲିସ ଆରମ୍ଭ କରିଛି। ଏ ନେଇ ଆଜି ଜଗତପୁର ଥାନା ପୋଲିସ୍‌ ଗୋପିନାଥପୁର ଷ୍ଟେଟ୍‌ବ୍ୟାଙ୍କ ଶାଖା ଅଧିକାରୀଙ୍କୁ ପଚରାଉଚରା କରିଛି। ପ୍ରଥମିକ ତଦନ୍ତରୁ ଆକାଉଣ୍ଟରୁ ଆକାଉଣ୍ଟକୁ ଟଙ୍କା ନେଣଦେଣ ହୋଇଥିବା ଜଣାପଡିଛି। ଯେହେତୁ ଆକାଉଣ୍ଟରୁ ଆକାଉଣ୍ଟକୁ ଟଙ୍କା ନେଣଦେଣ ହୋଇଛି ତେଣୁ କଳାଟଙ୍କା କାରବାର ହୋଇଥିବା ଜଣାପଡୁନାହିଁ ବୋଲି ପୋଲିସ୍‌ କହିଛି।

ଗତକାଲି ପଦ୍ମପୁର ତୁଳସୀ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ଜଗତପୁର ଥାନାକୁ ଯାଇ ସେମାନଙ୍କ ଅଜାଣତରେ ଗୋପିନାଥପୁର ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ଥିବା ସେମାନଙ୍କ ଖାତାରେ ବିଭିନ୍ନ ସମୟରେ କଳାଟଙ୍କା କାରବାର ହୋଇଥିବା ଅଭିଯୋଗ କରିଥିଲେ।

Related story