ଓଡ଼ିଶାରେ ଆଧାର କାର୍ଡଧାରୀ ୪.୪୪ କୋଟି, ୨୧ଲକ୍ଷ ଲୋକଙ୍କ ନାହିଁ ଆଧାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଜନସଂଖ୍ୟା ୪କୋଟି ୬୩ଲକ୍ଷରୁ ଅଧିକ ହୋଇଥିବାବେଳେ ପ୍ରାୟ ୨୧ଲକ୍ଷ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ। ୟୁଆଇଡିଏଆଇରୁ ମିଳିଥିବା ତଥ୍ୟ ଅନୁସାରେ ଜୁନ୍ ୩୦ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୪କୋଟି ୬୩ଲକ୍ଷ ୫୬ହଜାର ୩୩୩ଜଣ ଲୋକ ଆଧାର ନମ୍ବର ପାଇବାକୁ ହକଦାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪କୋଟି ୪୪ଲକ୍ଷ ୫୦ହଜାର ୯୩୮ଜଣ ନିଜର ପଞ୍ଜିକରଣ କରାଇଛନ୍ତି ଓ ସେମାନଙ୍କୁ ଆଧାର ନମ୍ବର ମଧ୍ୟ ମିଳିଛି। ଆଧାର ପାଇଥିବା ଲୋକଙ୍କ ସଂଖ୍ୟା ରାଜ୍ୟର ମୋଟ […]

Tapas Behera
  • Published: Wednesday, 04 November 2020
  • Updated: 04 November 2020, 10:25 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଜନସଂଖ୍ୟା ୪କୋଟି ୬୩ଲକ୍ଷରୁ ଅଧିକ ହୋଇଥିବାବେଳେ ପ୍ରାୟ ୨୧ଲକ୍ଷ ଲୋକଙ୍କ ପାଖରେ ଆଧାର କାର୍ଡ ନାହିଁ।
ୟୁଆଇଡିଏଆଇରୁ ମିଳିଥିବା ତଥ୍ୟ ଅନୁସାରେ ଜୁନ୍ ୩୦ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୪କୋଟି ୬୩ଲକ୍ଷ ୫୬ହଜାର ୩୩୩ଜଣ ଲୋକ ଆଧାର ନମ୍ବର ପାଇବାକୁ ହକଦାର ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୪କୋଟି ୪୪ଲକ୍ଷ ୫୦ହଜାର ୯୩୮ଜଣ ନିଜର ପଞ୍ଜିକରଣ କରାଇଛନ୍ତି ଓ ସେମାନଙ୍କୁ ଆଧାର ନମ୍ବର ମଧ୍ୟ ମିଳିଛି। ଆଧାର ପାଇଥିବା ଲୋକଙ୍କ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟାର ୯୫.୮୯ ପ୍ରତିଶତ।

ଚଳିତବର୍ଷ ଅକ୍ଟୋବର ୧ତାରିଖ ସୁଦ୍ଧା ରାଜ୍ୟରେ ୫ବର୍ଷ ବୟସରୁ କମ୍ ୧୩ଲକ୍ଷ ୮୮ହଜାର ୮୧୪ଜଣ ଶିଶୁଙ୍କୁ ଆଧାର ନମ୍ବର ଆଲର୍ଟ ହୋଇଥିବାବେଳେ ୫ରୁ ୧୮ବର୍ଷ ବୟସର ୯୭ ଲକ୍ଷ ୮୭ହଜାର ୮୪୭ଜଣଙ୍କୁ ଆଧାର କାର୍ଡ ମିଳିଛି। ସେହିପରି ୧୮ବର୍ଷ ବୟସରୁ ଅଧିକ ୩କୋଟି ୩୨ଲକ୍ଷ ୭୪ହଜାର ୨୭୭ଜଣଙ୍କୁ ଆଧାର ନମ୍ବର ମିଳିଥିବା ଜଣାପଡ଼ିଛି।
ଆଧାର ନମ୍ବର ସର୍ବାଧିକ ନୂଆପଡ଼ା, କନ୍ଧମାଳ ଓ ବଲାଙ୍ଗିର ଜିଲ୍ଲାରେ ଆବଣ୍ଟିତ ହୋଇଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ସବୁଠୁ କମ୍ ୯୧.୫୭ପ୍ରତିଶତ ହୋଇଛି। ସେହିପରି ପୁରୀ ଜିଲ୍ଲାରେ ମୋଟ ଲୋକଙ୍କ ମଧ୍ୟରୁ ୯୩.୨୪%, ସମ୍ବଲପୁର ଜିଲ୍ଲାରେ ୯୩.୩୬% ଓ ଜଗତସିଂହପୁର ଜିଲ୍ଲାରେ ୯୩.୬୨ ପ୍ରତିଶତ ଲୋକଙ୍କର ଆଧାର ନମ୍ବର ରହିଥିବା ସୂଚନା ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story