ପାୱାର ଚାନେଲରୁ ମିଳିଲା ଦୁଇ ଶିଶୁଙ୍କ ମୃତଦେହ

ସମ୍ୱଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ଚିପିଲିମାସ୍ଥିତ ପାୱାର ଚାନେଲରୁ ୨ଜଣ ଶିଶୁଙ୍କ ମୃତଦେହ ଠାବ କରାଯାଇଛି। ଜଣଙ୍କ ମୃତଦେହ ପାଣିରେ ରହିଥିବା ବେଳେ ଅନ୍ୟଟି ଦଳ ଭିତରେ ଭାସୁଥିବା ଦେଖିବାକୁ ମିଳିଛି।  ଉଭୟ ନବଜାତକ ହୋଇଥିବା ଅନୁମାନ କରାଯାଉଛି। ମୃତ ଦୁଇ ଶିଶୁଙ୍କର ପରିଚୟ ମିଳି ପାରିନାହିଁ।  ବୁର୍ଲା ପୋଲିସ ଘଟଣା ତଦନ୍ତ କରୁଛି।

IMG-20180309-WA0109

Rakesh Mallick
  • Published: Friday, 09 March 2018
  • , Updated: 09 March 2018, 03:26 PM IST

Related story