ପୋଖରୀରୁ ମିଳିଲା ଭାଇଭଉଣୀଙ୍କ ମୃତଦେହ

ଆଳି (ବନମାଳୀ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡାଆଣିଗିରି ଗାଁରେ ପୋଖରୀରେ ବୁଡ଼ି ଭାଇ,ଭଉଣୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡାଆଣିଗିରି ଗାଁର ବିନୋଦ ବେହେରାଙ୍କ ଝିଅ ମାମୁନି ଓ ପୁଅ ବିଶ୍ଵଜିତ। ମାମୁନିଙ୍କୁ ୭ ବର୍ଷ ହୋଇଥିଲା। ବିଶ୍ବଜିତଙ୍କୁ ୩ ବର୍ଷ ହୋଇଥିଲା। ସୂଚନା ଅନୁଯାୟୀ, ଘର ପାଖରେ ଥିବା ପୋଖରୀ ନିକଟରେ ଖେଳୁଥିବା ବେଳେ ସେମାନେ ସେଥିରେ ଖସିପଡ଼ି ଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ଦୁହେଁ ମିଳି […]

medical

Jitendra Garnayak
  • Published: Monday, 21 December 2020
  • , Updated: 21 December 2020, 02:00 PM IST

ଆଳି (ବନମାଳୀ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡାଆଣିଗିରି ଗାଁରେ ପୋଖରୀରେ ବୁଡ଼ି ଭାଇ,ଭଉଣୀଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଡାଆଣିଗିରି ଗାଁର ବିନୋଦ ବେହେରାଙ୍କ ଝିଅ ମାମୁନି ଓ ପୁଅ ବିଶ୍ଵଜିତ। ମାମୁନିଙ୍କୁ ୭ ବର୍ଷ ହୋଇଥିଲା। ବିଶ୍ବଜିତଙ୍କୁ ୩ ବର୍ଷ ହୋଇଥିଲା।

ସୂଚନା ଅନୁଯାୟୀ, ଘର ପାଖରେ ଥିବା ପୋଖରୀ ନିକଟରେ ଖେଳୁଥିବା ବେଳେ ସେମାନେ ସେଥିରେ ଖସିପଡ଼ି ଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ଦୁହେଁ ମିଳି ନ ଥିଲେ। ପରେ ଦୁଇଜଣଙ୍କ ମୃତଦେହ ପୋଖରୀରେ ଭାସୁଥିବା ଦେଖିବାକୁ ପାଇଥିଲେ। ଦୁଇ ଜଣଙ୍କୁ ଉଦ୍ଧାର କରି ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲ

Related story