ଏନ୍‌କାଉଣ୍ଟର୍‌ରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ସାନଘାଟି ଛକରେ ପୋଲିସ୍‌ ଏନ୍‌କାଣ୍ଟର୍‌ରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ। ସେମାନଙ୍କଠାରୁ ୨ ଲକ୍ଷ ୨୫ ହଜାର ଟଙ୍କା, ଗୋଟିଏ କାର୍ ଓ ୨ଟି ପିସ୍ତଲ ଜବତ କରାଯାଇଛି।  ଗତ୨ ତାରିଖରେ ଖଲିକୋଟ ଟୋଲ୍ ଗେଟ୍ ଡକାୟତିରେ ସୁଶାନ୍ତ ଓ ରାଜେଶ ସଂପୃକ୍ତ ଥିଲେ ବୋଲି ପୁଲିସ୍ କହିଛି।  

encounter

Rakesh Mallick
  • Published: Wednesday, 25 July 2018
  • , Updated: 25 July 2018, 07:28 AM IST

ବ୍ରହ୍ମପୁର (ଅଶୋକ ବ୍ରହ୍ମା): ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ସାନଘାଟି ଛକରେ ପୋଲିସ୍‌ ଏନ୍‌କାଣ୍ଟର୍‌ରେ ଦୁଇ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ସୁଶାନ୍ତ ପ୍ରଧାନ ଓ ରାଜେଶ ରେଡ୍ଡୀ।

ସେମାନଙ୍କଠାରୁ ୨ ଲକ୍ଷ ୨୫ ହଜାର ଟଙ୍କା, ଗୋଟିଏ କାର୍ ଓ ୨ଟି ପିସ୍ତଲ ଜବତ କରାଯାଇଛି।  ଗତ୨ ତାରିଖରେ ଖଲିକୋଟ ଟୋଲ୍ ଗେଟ୍ ଡକାୟତିରେ ସୁଶାନ୍ତ ଓ ରାଜେଶ ସଂପୃକ୍ତ ଥିଲେ ବୋଲି ପୁଲିସ୍ କହିଛି।

 

Related story