ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡ଼ି, ଚାଲିଗଲା ଦୁଇ ଜୀବନ

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି  ଜିଲ୍ଲା ନରଲା ଥାନା ଅନ୍ତର୍ଗତ ରତନପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ବରଯାତ୍ରୀ ଗାଡ଼ି(ଟାଟା ମ୍ୟାଜିକ୍‌) ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ଭବାନୀପାଟଣାର ଗଙ୍ଗା ପ୍ରଧାନ ଏବଂ ଶଶୀ ଆରୁଖ। ଗତକାଲି ବିଳମ୍ୱିତ ରାତିରେ ଭବାନୀପାଟଣାର ଏକ ବରଯାତ୍ରୀ ଗାଡ଼ି ଭଞ୍ଜନଗରକୁ ଯାଉଥିଲା। ଏହି ସମୟରେ ରାସ୍ତାରେ ଠିଆ ହୋଇଥିବା ଏକ […]

accident

accident

Jyoshna Pradhan
  • Published: Sunday, 24 February 2019
  • Updated: 24 February 2019, 02:25 PM IST

Sports

Latest News

ଭବାନୀପାଟଣା (ରାଜକୁମାର ସିଂହଦେଓ): କଳାହାଣ୍ଡି  ଜିଲ୍ଲା ନରଲା ଥାନା ଅନ୍ତର୍ଗତ ରତନପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ବରଯାତ୍ରୀ ଗାଡ଼ି(ଟାଟା ମ୍ୟାଜିକ୍‌) ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଛି। ମୃତକମାନେ ହେଲେ ଭବାନୀପାଟଣାର ଗଙ୍ଗା ପ୍ରଧାନ ଏବଂ ଶଶୀ ଆରୁଖ।

ଗତକାଲି ବିଳମ୍ୱିତ ରାତିରେ ଭବାନୀପାଟଣାର ଏକ ବରଯାତ୍ରୀ ଗାଡ଼ି ଭଞ୍ଜନଗରକୁ ଯାଉଥିଲା। ଏହି ସମୟରେ ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍‌କୁ ଧକ୍କା ଦେଇଥିଲା। ଏଥିରେ ଟାଟା ମ୍ୟାଜିକ୍‌ରେ ବସିଥିବା ଡ୍ରାଇଭର ସମେତ ୭ ଜଣ ଗୁରୁତର ହୋଇଥିଲେ। ସମସ୍ତଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଗଙ୍ଗା ଓ ଶଶୀଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟ ଆହତମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story