ଅଜଣା ଗାଡି ଧକ୍କାରେ ଦୁଇଜଣଙ୍କ ମୃତ୍ୟୁ

ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଟେନ୍ସା ଫାଣ୍ଡି ଅନ୍ତର୍ଗତ ଟେନ୍ସା ଘାଟି ଠାରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁଇଜଣ ଏକ ବାଇକ୍‌ ଯୋଗେ କୋଇଡ଼ାରୁ ବରସୁଆଁ ଅଭିମୁଖେ ଯାଉଥିବା ବେଳେ ଟେନ୍‌ସା ଗେଷ୍ଟ ହାଉସ ନିକଟ ଘାଟିରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଏହି ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।  ଏମାନେ କୋଇଡ଼ାର ଏକ […]

7t-1

Tapas Behera
  • Published: Wednesday, 03 July 2019
  • , Updated: 03 July 2019, 04:18 PM IST

ବଣାଇ (ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡର ଟେନ୍ସା ଫାଣ୍ଡି ଅନ୍ତର୍ଗତ ଟେନ୍ସା ଘାଟି ଠାରେ ଏକ ଅଜଣା ଗାଡି ଧକ୍କାରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁଇଜଣ ଏକ ବାଇକ୍‌ ଯୋଗେ କୋଇଡ଼ାରୁ ବରସୁଆଁ ଅଭିମୁଖେ ଯାଉଥିବା ବେଳେ ଟେନ୍‌ସା ଗେଷ୍ଟ ହାଉସ ନିକଟ ଘାଟିରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା।

ଫଳରେ ଏହି ଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।  ଏମାନେ କୋଇଡ଼ାର ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ କାମ କରୁଥିଲେ। ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ରାଜସ୍ଥାନର ବୋଲି ଜଣାପଡିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Related story