ଟ୍ରେନ୍‌ରେ କଟିଗଲେ ପୁରୁଷ-ମହିଳା!

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗଞ୍ଜାମ ଜିଲ୍ଲା ଆଙ୍କୁଲି ଝାମି ମନ୍ଦିର ନିକଟ ରେଳଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ଟ୍ରେନରେ କଟି ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ । ସ୍ଥାନୀୟ ଲୋକେ ଆଜି ସକାଳେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

deadbody,,,,,,,,,,,,,,,,,

Tapaswini Nayak
  • Published: Tuesday, 16 April 2019
  • , Updated: 16 April 2019, 11:25 AM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ):ଗଞ୍ଜାମ ଜିଲ୍ଲା ଆଙ୍କୁଲି ଝାମି ମନ୍ଦିର ନିକଟ ରେଳଧାରଣାରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି।
ଟ୍ରେନରେ କଟି ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକଙ୍କ ପରିଚୟ ମିଳି ପାରି ନାହିଁ ।

ସ୍ଥାନୀୟ ଲୋକେ ଆଜି ସକାଳେ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।

Related story