ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ପୁଣି ମାଓ ଭୟରେ ଭିଟାମାଟି ଛାଡ଼ିଲେ ୨ଟି ପରିବାର। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଯୋଡ଼ାମ୍ୱ ପଞ୍ଚାୟତର ଆଲେମପଡ଼୍ରା ଗାଁର ଶଙ୍କର ମୁଦୁଲି ଓ ସୀମା ହନ୍ତାଳଙ୍କ ପରିବାର ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡ଼ିଛନ୍ତି। ଗୋଟିଏ ପରିବାର କୁଡୁଲୁଗୁମ୍ମା ଅଞ୍ଚଳରେ ରହୁଛନ୍ତି। ଆଉ ଏକ ପରିବାର ତାଙ୍କର ଜଣେ ସମ୍ପର୍କୀୟଙ୍କ ଗାଁକୁ ଚାଲି ଯାଇଛନ୍ତି।
ଏହି ୨ ପରିବାରର ସଦସ୍ୟଙ୍କୁ ନକ୍ସଲମାନେ ମାରି ଦେବାକୁ ଧମକ ଦେଇଥିଲେ। ପୋଲିସ୍ ଇନଫର୍ମର ସନ୍ଦେହରେ ଏହି ୨ ପରିବାରକୁ ନକ୍ସଲମାନେ ମାରି ଦେବାକୁ ଧମକ ଦେଇଥିଲେ ବୋଲି କୁହାଯାଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଓଲଟି ପଡ଼ିଲା ଟମାଟୋ ବୋଝେଇ ଟ୍ରକ୍; ଯିଏ ପାରିଲା ବୋହିନେଲା
ଟମାଟୋ ବୋଝେଇ ଟ୍ରକ୍ଟି ଛତିଶଗଡ଼ରୁ କଲିକୋତା ଅଭିମୁଖେ ଯିବାବେଳେ ଏହି ଦୁର୍ଘଟଣା ଘଟିଛି।
Accident
ରାତିରେ ଖାଇ ଶୋଇଲେ ଦାଦା,ପୁତୁରା; ସକାଳେ ଚାଲିଗଲା ଜୀବନ
ଉଭୟଙ୍କର କିପରି ମୃତ୍ୟୁ ଘଟିଲା ତାର କାରଣ ଜଣାପଡ଼ିନାହିଁ।
Crime
ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ;୧୧ଟି ସ୍ଥାନରେ ଚଢ଼ାଉ
ସୁରେଶ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Miscellaneous
ଅତିବଡ଼ି ଜଗନ୍ନାଥ ଦାସଙ୍କ ସ୍ମୃତି ପୀଠରେ ଝୁଲୁଛି ତାଲା; ବନ୍ଦ ରହିଛି ଦୈନିକ ପୂଜା ଓ ଭାଗବତ ପାଠ
ଦୀର୍ଘ ବର୍ଷ ଧରି ଅତିବଡ଼ି ଜଗନ୍ନାଥ ଦାସଙ୍କ ଉତ୍ତରାଧିକାରୀ ଭଗବାନ ଦାସ ଏହି ପୀଠରେ ପ୍ରତିଦିନ ଭାଗବତ ପାଠ କରୁଥିଲେ।