ମାଓ ଭୟରେ ଗାଁ ଛାଡ଼ିଲେ ୨ ପରିବାର

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ପୁଣି ମାଓ ଭୟରେ ଭିଟାମାଟି ଛାଡ଼ିଲେ ୨ଟି ପରିବାର। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଯୋଡ଼ାମ୍ୱ ପଞ୍ଚାୟତର ଆଲେମପଡ଼୍ରା ଗାଁର ଶଙ୍କର ମୁଦୁଲି ଓ ସୀମା ହନ୍ତାଳଙ୍କ ପରିବାର ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡ଼ିଛନ୍ତି। ଗୋଟିଏ ପରିବାର କୁଡୁଲୁଗୁମ୍ମା ଅଞ୍ଚଳରେ ରହୁଛନ୍ତି। ଆଉ ଏକ ପରିବାର ତାଙ୍କର ଜଣେ ସମ୍ପର୍କୀୟଙ୍କ ଗାଁକୁ ଚାଲି ଯାଇଛନ୍ତି। ଏହି ୨ ପରିବାରର ସଦସ୍ୟଙ୍କୁ ନକ୍ସଲମାନେ ମାରି ଦେବାକୁ ଧମକ ଦେଇଥିଲେ। ପୋଲିସ୍‌ ଇନଫର୍ମର ସନ୍ଦେହରେ […]

malkangiri

Rakesh Mallick
  • Published: Friday, 06 July 2018
  • , Updated: 06 July 2018, 12:54 PM IST

ଚିତ୍ରକୋଣ୍ଡା (ରତ୍ନାକର ପ୍ରଧାନ): ପୁଣି ମାଓ ଭୟରେ ଭିଟାମାଟି ଛାଡ଼ିଲେ ୨ଟି ପରିବାର। ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ଯୋଡ଼ାମ୍ୱ ପଞ୍ଚାୟତର ଆଲେମପଡ଼୍ରା ଗାଁର ଶଙ୍କର ମୁଦୁଲି ଓ ସୀମା ହନ୍ତାଳଙ୍କ ପରିବାର ମାଓବାଦୀଙ୍କ ଭୟରେ ଭିଟାମାଟି ଛାଡ଼ିଛନ୍ତି। ଗୋଟିଏ ପରିବାର କୁଡୁଲୁଗୁମ୍ମା ଅଞ୍ଚଳରେ ରହୁଛନ୍ତି। ଆଉ ଏକ ପରିବାର ତାଙ୍କର ଜଣେ ସମ୍ପର୍କୀୟଙ୍କ ଗାଁକୁ ଚାଲି ଯାଇଛନ୍ତି।

ଏହି ୨ ପରିବାରର ସଦସ୍ୟଙ୍କୁ ନକ୍ସଲମାନେ ମାରି ଦେବାକୁ ଧମକ ଦେଇଥିଲେ। ପୋଲିସ୍‌ ଇନଫର୍ମର ସନ୍ଦେହରେ ଏହି ୨ ପରିବାରକୁ ନକ୍ସଲମାନେ ମାରି ଦେବାକୁ ଧମକ ଦେଇଥିଲେ ବୋଲି କୁହାଯାଉଛି।

Related story