ଉତ୍କଳ ଏକ୍ସପ୍ରେସରୁ ଡେଇଁଲେ ଦୁଇ ଯୁବତୀ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଚଳନ୍ତା ଟ୍ରେନରୁ ଡେଇଁ ଦୁଇଜଣ ଯୁବତୀ ସଂକଟାପନ୍ନ।  ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଝାରସୁଗୁଡା ଜିଲ୍ଲା ବାଗଡିହି ଷ୍ଟେସନ ଦେଇ ଯାଉଥିବା ପୁରୀ-ନିଜାମୁଦ୍ଦିନ ଉତ୍କଳ ଏକ୍ସପ୍ରେସରୁ ଦୁଇଜଣ ଯୁବତୀ ପ୍ଲାଟଫର୍ମ ଆଡକୁ ଡେଇଁ ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ଗୋଡ କଟିବା ସମ୍ଭାବନା ଥିବା ବେଳେ ଅନ୍ୟ ଜଣକର ମୁଣ୍ଡରେ ଗଭୀର ଆଘାତ ଲାଗି ଅଚେତ ହୋଇ ପଡିଛନ୍ତି। ‌ଏହି ଦୁଇ ଜଣ ହେଲେ ଧନମତୀ ମାଝୀ ଓ ଜ୍ୟୋତ୍ସ୍ନା ନାଏକ୍। ଉଭୟେ […]

5ghj

5ghj

Tapas Behera
  • Published: Monday, 16 December 2019
  • Updated: 16 December 2019, 05:30 PM IST

Sports

Latest News

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର):ଚଳନ୍ତା ଟ୍ରେନରୁ ଡେଇଁ ଦୁଇଜଣ ଯୁବତୀ ସଂକଟାପନ୍ନ।  ଆଜି ଦିନ ପ୍ରାୟ ସାଢେ ୧୧ଟା ସମୟରେ ଝାରସୁଗୁଡା ଜିଲ୍ଲା ବାଗଡିହି ଷ୍ଟେସନ ଦେଇ ଯାଉଥିବା ପୁରୀ-ନିଜାମୁଦ୍ଦିନ ଉତ୍କଳ ଏକ୍ସପ୍ରେସରୁ ଦୁଇଜଣ ଯୁବତୀ ପ୍ଲାଟଫର୍ମ ଆଡକୁ ଡେଇଁ ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣକର ଗୋଡ କଟିବା ସମ୍ଭାବନା ଥିବା ବେଳେ ଅନ୍ୟ ଜଣକର ମୁଣ୍ଡରେ ଗଭୀର ଆଘାତ ଲାଗି ଅଚେତ ହୋଇ ପଡିଛନ୍ତି। ‌ଏହି ଦୁଇ ଜଣ ହେଲେ ଧନମତୀ ମାଝୀ ଓ ଜ୍ୟୋତ୍ସ୍ନା ନାଏକ୍। ଉଭୟେ ଟ୍ରେନରେ କୁଆଡେ ଯାଉଥିଲେ ଓ କ’ଣ ପାଇଁ ଚଳନ୍ତା ଟ୍ରେନରୁ ଡେଇଁଲେ ତାହା ଜଣା ପଡି ନାହିଁ।

ତେବେ ଉତ୍କଳ ଏକ୍ସପ୍ରେସ ଟ୍ରେନ ବାଗଡିହି ପାର୍ ହେବା ପରେ ଟ୍ରାକରେ ଯୁବତୀ ଦ୍ୱୟ ପଡିଥିବା ଖବରପାଇ ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମୀ ଓ ରେଳ ବିଭାଗର କର୍ମଚାରୀ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବାଗଡିହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ପରେ ସେମାନଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଉଭୟଙ୍କୁ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କିନ୍ତୁ ଦୁଇଜଣ ଯୁବତୀ ସଜ୍ଞାହୀନ ଅବସ୍ଥାରେ ଥିବାରୁ ସେମାନଙ୍କୁ ବୁର୍ଲା ବଡ ଡକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଯୁବତୀଙ୍କ ମୋବାଇଲରୁ ସେମାନଙ୍କ ପରିବାର ସହ ସଂପର୍କ କରିବା ସହ ସେମାନଙ୍କୁ ଚିହ୍ନଟ କରିଛି ରେଳ ପ୍ରଶାସନ। ବର୍ତ୍ତମାନ ସୁଦ୍ଧା ଏହି ଘଟଣା କାହିଁକି ଘଟିଲା ତାହା ଜଣାପଡିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story