ଭାଉଜଙ୍କୁ ବଞ୍ଚାଇବାକୁ ଯାଇ ବାଘ ସହ ଲଢ଼ିଲା ଦିଅର!

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବାଘ ସହ ଲଢ଼ିଲା ଦିଅର। ଲହୁ ଲୁହାଣ ହେଲା। ଆଉ ବଞ୍ଚାଇ ଦେଲା ଭାଉଜଙ୍କ ଜୀବନ। ଆଜି ସକାଳେ ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ। ଉଭୟ ଦିଅର ଓ ଭାଉଜ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ପୂରା ଘଟଣା ଏମିତି। ବିଶୋଇ ଥାନା ଖଡମବେଡା ପଞ୍ଚାୟତ ତାରଣା ଗାଁର ମାଏନୋ ହାଂସଦା(୪୦) ଆଜି ଭୋରୁ ପ୍ରାୟ ୩ଟା ବେଳେ ବାହାରକୁ ପରିଶ୍ରା କରିବାକୁ ଉଠିଥିଲେ। ଠିକ୍‌ […]

Baripada

Baripada

Manoranjan Sial
  • Published: Wednesday, 16 March 2022
  • Updated: 16 March 2022, 05:54 PM IST

Sports

Latest News

ରାଇରଙ୍ଗପୁର(ରାଜେଶ କୁମାର ଶର୍ମା): ବାଘ ସହ ଲଢ଼ିଲା ଦିଅର। ଲହୁ ଲୁହାଣ ହେଲା। ଆଉ ବଞ୍ଚାଇ ଦେଲା ଭାଉଜଙ୍କ ଜୀବନ। ଆଜି ସକାଳେ ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡରେ। ଉଭୟ ଦିଅର ଓ ଭାଉଜ ଗୁରୁତର ଆହତ ହୋଇ ମେଡ଼ିକାଲ୍‌ରେ ଭର୍ତ୍ତି ହୋଇଛନ୍ତି।

ପୂରା ଘଟଣା ଏମିତି। ବିଶୋଇ ଥାନା ଖଡମବେଡା ପଞ୍ଚାୟତ ତାରଣା ଗାଁର ମାଏନୋ ହାଂସଦା(୪୦) ଆଜି ଭୋରୁ ପ୍ରାୟ ୩ଟା ବେଳେ ବାହାରକୁ ପରିଶ୍ରା କରିବାକୁ ଉଠିଥିଲେ। ଠିକ୍‌ ଏହି ସମୟରେ ବାଡ଼ ମୂଳରେ ଛପି ରହିଥିବା କଲରାପତରିଆ ବାଘଟି ତାଙ୍କ ଉପରେ ଝାମ୍ପ ମାରିଥିଲେ। ବାଘ ପଞ୍ଝାରେ ପଡ଼ିବା ପରେ ଚିତ୍କାର କରିଥିଲେ ମାଏନୋ।

ଭାଉଜଙ୍କ ଚିତ୍କାର ଶୁଣି ଦିଅର ଦଶରଥ ହାଂସଦା(୨୫) ଘରୁ ବାହାରି ଆସିଥିଲେ। ଆଉ ବାଘ ପଞ୍ଝାରୁ ତାଙ୍କ ଭାଉଜଙ୍କୁ ଉଦ୍ଧାର କରିଥିଲେ। ହେଲେ ଦଶରଥଙ୍କୁ ଛାଡ଼ି ନଥିଲା ବାଘ। ଦଶରଥଙ୍କ ଚିତ୍କାର ଓ ବାଘର ଗର୍ଜନ ଶୁଣି ସକାଳେ ସାହିଭାଇଙ୍କ ନିଦ ଭାଙ୍ଗି ଯାଇଥିଲା। ସମସ୍ତେ ଉଠି ପଡ଼ିଥିଲେ। ଗାଁ ଲୋକ ଉଠି ପଡ଼ିବାରୁ କଲରାପତରିଆ ବାଘଟି ଦଶରଥଙ୍କୁ ଛାଡ଼ି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲା।

ଏହା ପରେ ପରିବାର ଲୋକେ ମାଏନୋ ହାଂସଦା ଓ ଦଶରଥଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି।

କଲରାପତରିଆ ଆକ୍ରମଣ ନେଇ ରାଇରଙ୍ଗପୁର ଏସିଏଫ୍‌ ବୈଦ୍ୟନାଥ ମାଝି କହିଛନ୍ତି, ଦୁଇ ଜଣ ଉପରେ କଲରପତିଆ ବାଘ ଆକ୍ରମଣ କରିଥିବା ସୂଚନା ପାଇଛୁ। ବିଶୋଇ ବନ ବିଭାଗ ଘଟଣା ସ୍ଥଳକୁ ଯାଇ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story