ଓଡ଼ିଶା ଫେରିଲେ ୨ ଆଇପିଏସ୍
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ରୀୟ ଡେପୁଟେସନରେ ଥିବା ଦୁଇ ଆଇପିଏସ୍ ଅଫିସର ହିମାଂଶୁ ଲାଲ ଓ ସତ୍ୟଜିତ୍ ନାଏକ ଗତ ସପ୍ତାହରେ ଓଡ଼ିଶା ଫେରିଛନ୍ତି। ଓଡ଼ିଶା କ୍ୟାଡ଼ରର ଏହି ଦୁଇ ଅଫିସର ବିଧିବଦ୍ଧ ଭାବେ ରାଜ୍ୟ ଗୃହ ବିଭାଗରେ ଯୋଗ ଦେଇଥିବାବେଳେ ସେମାନଙ୍କୁ କୌଣସି ନିଯୁକ୍ତି ମିିଳିନଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ୨୦୦୩ ବ୍ୟାଚର ଆଇପିଏସ୍ ହିମାଂଶୁ ଲାଲ ଆଇଜି ପାହ୍ୟାର ଅଫିସର ହୋଇଥିବାବେଳେ ୨୦୦୮ ବ୍ୟାଚର ଆଇପିଏସ୍ ଶ୍ରୀ ନାଏକ ଏସପି ପାହ୍ୟାର ଅଫିସର।